
-ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ
-‘ରାଜ୍ୟ ପ୍ରଗତିର ମୁଖଶାଳା ହେଉଛି ପାରାଦୀପ ବନ୍ଦର’
-ପ୍ରାକୃତିକ ବନ୍ଦରଗୁଡିକୁ କାର୍ଯ୍ୟକ୍ଷମ କରାଯିବ- ମୁଖ୍ୟମନ୍ତ୍ରୀ
-ବନ୍ଦର ଭିତ୍ତିକ ବିକାଶକୁ ଗୁରୁତ୍ବ ଦିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ
-‘ପାରାଦୀପ ବନ୍ଦରର ବିକାଶର ମୂଳମନ୍ତ୍ର ହେବ ଶିଳ୍ପ’
-ରାଜ୍ୟକୁ ଅନେକ ଶିଳ୍ପ ଆଣିପାରିଛୁ- ମୁଖ୍ୟମନ୍ତ୍ରୀ
-‘୧ଲକ୍ଷ କୋଟି କହିଥିଲୁ, ୧ ଲକ୍ଷ ୪୫ ହଜାର କୋଟି ନିବେଶ ହେଲାଣି’
-‘୪୦ ହଜାର କୋଟି ନିବେଶରେ ହେବ ଗ୍ରୀନ ହାଇଡ୍ରୋଜେନ ହବ୍’
-‘ଖାଲି ବାଣିଜ୍ୟ ବ୍ୟବସାୟ ନୁହେଁ, ପର୍ଯ୍ୟଟନ ଶିଳ୍ପକୁ ବିକଶିତ କରାଯିବ’
-‘୮୦ ହଜାର କୋଟି ଟଙ୍କା ନିବେଶରେ ହେବ ନାଫ୍ଥା କ୍ରାକର୍ ପ୍ରୋଜେକ୍ଟ’
-‘ପାରାଦୀପ ସି ବିଚ୍ ହେବ ବ୍ଲୁ ଫ୍ଲାଗ ବିଚ୍, ବିଶ୍ଵସ୍ତରୀୟ ମ୍ୟୁଜିୟମ ତିଆରି ହେବ’




