OD Times

OD Times

ନବୀନଙ୍କ ହେଲିକପ୍ଟରକୁ କ୍ଲିଅରାନ୍ସ ଦେବାରେ ବିଳମ୍ବ ଅଭିଯୋଗ

ନବୀନଙ୍କଫ୍ଲାଇଟ୍ପ୍ଲାନ୍ଦାଖଲହୋଇନଥିଲା -ନବୀନଙ୍କ ହେଲିକପ୍ଟରକୁ କ୍ଲିଅରାନ୍ସ ଦେବାରେ ବିଳମ୍ବ ଅଭିଯୋଗ ଘଟଣା-ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ପ୍ରତିକ୍ରିୟା-'ନବୀନଙ୍କ ଫ୍ଲାଇଟ୍ ଅପରେଟର ଫ୍ଲାଇଟ୍ ପ୍ଲାନ୍ ସବ୍‌ମିଟ୍ କରି...

ବସରେ ନିଆଁ

ପଟ୍ଟାଙ୍ଗି ବ୍ଲକ ସାଲୁର ଘାଟିରେ ଅଘଟଣନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀନିଆଁ ଦେଖି ବସ୍‌ରୁ ଓହ୍ଲାଇପଡ଼ିଲେ ଯାତ୍ରୀବିଶାଖାପାଟଣାରୁ ଜୟପୁରକୁ ଆସୁଥିଲା ବସ୍‌

୨ ଗୋଷ୍ଠୀ ସଂଘର୍ଷ ୫ ଗୁରୁତର

-କେ.ନୂଆଗାଁ ଥାନା ସହଦେବ ଟିକରପଡ଼ାରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ-୨ ଜଣ ଦିଗପହଣ୍ଡି ଓ ୩ ଗୁରୁତରଙ୍କୁ ବ୍ରହ୍ମପୁର MKCG ସ୍ଥାନାନ୍ତର-ରଘୁନାଥମନ୍ଦିରରେ ନାମ ଯଜ୍ଞ ସଂକୀର୍ତ୍ତନ ଚାଲିଥିବା...

ପାରାଦୀପରେହେବଗ୍ରୀନହାଇଡ୍ରୋଜେନହବ୍

-ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ-‘ରାଜ୍ୟ ପ୍ରଗତିର ମୁଖଶାଳା ହେଉଛି ପାରାଦୀପ ବନ୍ଦର’-ପ୍ରାକୃତିକ ବନ୍ଦରଗୁଡିକୁ କାର୍ଯ୍ୟକ୍ଷମ କରାଯିବ- ମୁଖ୍ୟମନ୍ତ୍ରୀ-ବନ୍ଦର ଭିତ୍ତିକ ବିକାଶକୁ ଗୁରୁତ୍ବ ଦିଆଯାଉଛି କହିଲେ...

ବାଘ ଛାଲ ଜବତ

ରାଜଧାନୀରୁ ବାଘ ଛାଲ ଜବତ୩୦ ଲକ୍ଷ ଡିଲ ବେଳେ ମାଡ଼ି ବସିଲା ପୁଲିସରୋହିତ ମହାପାତ୍ର ଗିରଫଅନ୍ୟ ୨ଜଣଙ୍କୁ ପୁଲିସର ସ୍ପେଶାଲ କ୍ରାଇମ ୟୁନିଟ (ଏସସିୟୁ) କାବୁ କରିଛି।

ବ୍ୟାରିକେଡ୍‌କୁ ଜୋର୍‌ରେ ଠେଲି ଭିତରକୁ ପଶିଲେ ଭକ୍ତ

ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟରେ ଆଜି ଉତ୍ତେଜନା ଦେଖାଦେଇଛି। ବହୁ ସଂଖ୍ୟକ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ରଖାଯାଇଥିବା ବ୍ୟାରିକେଡ୍‌କୁ ଜୋର୍‌ରେ...

ବଢ଼ିଲା ବ୍ରହ୍ମପୁର ଏସ୍‌ପିଙ୍କ ଅଡୁଆ

ପୀତବାସ ହତ୍ୟା: ବ୍ରହ୍ମପୁର ଏସ୍‌ପିଙ୍କ ଏକ ବୟାନକୁ ନେଇ ହାଇକୋର୍ଟ ଖପ୍ପା**-ଘଟଣାର ପର୍ଦ୍ଦାଫାସ୍ ବେଳେ ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଅଡୁଆରେ ଏସ୍‌ପି**-ମନ୍ତବ୍ୟକୁ ନେଇ ବ୍ରହ୍ମପୁର...

Page 12 of 36 1 11 12 13 36

Recent News