୩ଇଂଜିନିୟରସସ୍‌ପେଣ୍ଡ

ଦୁର୍ନୀତି ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନନିଲମ୍ବିତ ହେଲେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀବରଗଡ଼ ଜଳସେଚନ ଡିଭିଜନର SE ମଦନ ସେଠୀ ସସ୍‌ପେଣ୍ଡଭେଡେନ ଜଳସେଚନ ସବ ଡିଭିଜନର AEE ରାଜ୍‌କୁମାର ମିଶ୍ର ସସ୍‌ପେଣ୍ଡବରଗଡ଼ କେନାଲ ସେକ୍ସନର AE ରଞ୍ଜନ ପଟେଲ ନିଲମ୍ବିତଆର୍ଥିକ ଅନିୟମିତତା ଅଭିଯୋଗରେ ନିଲମ୍ବନ କଲା ଜଳ ସମ୍ପଦ ବିଭାଗ

Read More

ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବାକୁ ନିର୍ଦ୍ଦେଶ

ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବାକୁ ନିର୍ଦ୍ଦେଶ-ନିର୍ଦ୍ଦେଶ ଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ-ଦୀଘା ଜଗନ୍ନାଥ ଧାମ ବଦଳରେ ହେବ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି ପରେ କଲେ ହସ୍ତକ୍ଷେପ-ଏଥିପାଇଁ କ୍ୟାବିନେଟ୍‌ରେ ପ୍ରସ୍ତାବ ପାରିତ କରାଯିବ: ଶୁଭେନ୍ଦୁ ଅଧିକାରୀ

Read More

ରାଜ୍ୟ କ୍ୟାବିନେଟ ବୈଠକ ରେ 5 ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ

ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ୫ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଜଳ ସମ୍ପଦ,ପର୍ଯ୍ୟଟନ ଏବଂ ସହରାଞ୍ଚଳ ଉନ୍ନୟନକୁ ନେଇ ସରକାର ଅନେକ ବଡ଼ ଘୋଷଣା କରିଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏ ନେଇସୂଚନା ଦେଇଛନ୍ତି। କ୍ୟାବିନେଟରେ ସହରାଞ୍ଚଳ ଜଳତଟ ଯୋଜନାକୁ ମଞ୍ଜୁରୀ ମିଳିଛି। ଜଳତଟ ବିକାଶ ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ କରାଯାଇଛି। ଏହି ଯୋଜନାର ଲକ୍ଷ୍ୟ ହେଉଛି ମନୋନୀତ ସହରଗୁଡିକରେ ନଦୀତଟ ଏବଂ ସହରାଞ୍ଚଳ ଜଳଭଣ୍ଡାରଗୁଡିକ ପୁନର୍ଜୀବିତ କରିବା। ସେମାନଙ୍କୁ ସୁଗମ ଏବଂ ପରିବେଶଗତ ଭାବେ ସ୍ଥାୟୀ ସାର୍ବଜନୀନ ସ୍ଥାନରେ ପରିଣତ କରିବା। ପର୍ଯ୍ୟଟନ, ସାଂସ୍କୃତିକ କାର୍ଯ୍ୟକଳାପ ଏବଂ ସ୍ଥାନୀୟ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା। ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ଉନ୍ନୟନ…

Read More

ତୃଣମୂଳ କଂଗ୍ରେସ ଦଳର ୨୦ ଜଣ ଏମ୍‌ପି ଏନଡିଏରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଲେ

-ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା-ଦଳର ୨୦ ଜଣ ଏମ୍‌ପି ଏନଡିଏରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି-କାକୋଲି ଦସ୍ତିଦାର କହିଛନ୍ତି, ତାଙ୍କ ସମେତ ୨୦ ଜଣ ଏମ୍‌ପି ଭାଜପା ନେତୃତ୍ୱାଧୀନ ଏନଡିଏକୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି-ପୂର୍ବରୁ, ଦଳ ଭିତରେ ଫାଟ ହେବାର ଅନୁମାନ ମଧ୍ୟରେ ସୁଖେନ୍ଦୁ ରାୟ ଏବଂ କାକୋଲି ଦସ୍ତିଦାରଙ୍କ ନେତୃତ୍ୱରେ ୧୬ ଜଣ ଟିଏମସି ଏମ୍‌ପି ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିଥିଲେ

Read More

ଓଡ଼ିଶା ଜୀବିକା ମିଶନ ଓ IIT ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଆଜି ମିଶନ ଶକ୍ତି ଭବନଠାରେ ଓଡ଼ିଶା ଜୀବିକା ମିଶନ ଓ IIT ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଆଗାମୀ ୩ ବର୍ଷ ମଧ୍ୟରେ ଇନ୍‌କ୍ୟୁବେସନ ପ୍ରକ୍ରିୟା ମାଧ୍ୟମରେ ଅତିକମରେ ୧୫୦ଟି ପ୍ରୟାସକୁ ସମର୍ଥନ ଦେବାର ଲକ୍ଷ୍ୟ ରହିଛି। ଆମ ସରକାର ମହିଳାମାନଙ୍କୁ କେବଳ ରୋଜଗାରକ୍ଷମ ନୁହେଁ, ବରଂ ସେମାନଙ୍କୁ ସଫଳ ଉଦ୍ୟୋଗୀ ଭାବେ ଗଢ଼ିତୋଳିବାକୁ ସଂକଳ୍ପବଦ୍ଧ। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ୍, ମିଶନ ଶକ୍ତି ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀ ଏବଂ IIT ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ଉପସ୍ଥିତ ଥିଲେ।

Read More

ସରିଲା INDIA ବ୍ଲକ୍‌ ବୈଠକ; ୫ ପ୍ରସ୍ତାବ ଉପରେ ମୋହର

-୨୦୨୪ ଲୋକସଭା ନିର୍ବାଚନ ପରେ ପ୍ରଥମ INDIA ବ୍ଲକ୍‌ ବୈଠକ-୨୫ଟି ପାର୍ଟି ଯୋଗ ଦେଇଥିଲେ କହିଲେ AICC ମୁଖ୍ୟ ଖଡ୍‌ଗେ-SIR, ଭୋଟ୍‌ ଲୁଟ୍‌ ଆଦି ନେଇ ପ୍ରଧାନ ବିଚାରପତିଙ୍କୁ ଚିଠି ପାଇଁ ନିଷ୍ପତ୍ତି-NEET, CBSE ତ୍ରୁଟି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ସହମତି-ସାମ୍ପ୍ରତିକ ଆର୍ଥିକ ସ୍ଥିତି ନେଇ ସର୍ବଦଳୀୟ ବୈଠକ ପ୍ରସ୍ତାବ ନେଇ ନିଷ୍ପତ୍ତି-INDIA ବ୍ଲକ୍‌ର ନିଷ୍ପତ୍ତି ନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନି

Read More

ଅପରାଧୀ ଚମ୍ପଟ…

-ଅନୁଗୁଳ: ପର୍ଯ୍ୟବେକ୍ଷଣ ଗୃହରୁ ବାଳ ଅପରାଧୀ ଚମ୍ପଟ-ମୋବାଇଲ୍ ଚୋରି ମାମଲାର ଅଭିଯୁକ୍ତ ବାଳ ଅପରାଧୀ ଚମ୍ପଟ-ପର୍ଯ୍ୟବେକ୍ଷଣ ଗୃହ ମୁଖ୍ୟ ଫାଟକ ଡେଇଁ ଚମ୍ପଟ ମାରିଲା-ଶୁକ୍ରବାର ମୋବାଇଲ୍ ଚୋରି ବେଳେ ଧରାପଡ଼ିଥିଲା

Read More

ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ବଡ଼ ଖବର…

ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ବଡ଼ ଖବର… ରାଜ୍ୟ ସରକାର ଜାରି କଲେ ଆଡଭାଇଜରି… -ପ୍ରି ଓ ପୋଷ୍ଟ ମେଡିକାଲ ଖର୍ଚ୍ଚ ଆଦାୟ ନ କରିବାକୁ ନିର୍ଦେଶ-ହସ୍ପିଟାଲ ପରିଦର୍ଶନ କରି ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ-ଆଡମିଟ୍‌ର ୩ ଦିନ ପୂର୍ବର ଟେଷ୍ଟର ଖର୍ଚ୍ଚ କାର୍ଡରେ କଭର ହେବ-ଡିସ୍‌ଚାର୍ଜ ପରେ ୧୫ ଦିନ ଯାଏ ପରାମର୍ଶ, ଔଷଧ ନିଶୁଳ୍କ ମିଳିବ-ଡାଇଗ୍ନୋଷ୍ଟିକ୍ ଓ ପୋଷ୍ଟ-ଅପରେଟିଭ୍ କେୟାର ନିଶୁଳ୍କ ମିଳିବ-ଏହି ସମସ୍ତ ସେବାର ଖର୍ଚ୍ଚ ପ୍ୟାକେଜରେ ସାମିଲ ରହିବ-ହସ୍ପିଟାଲାରେ ଆଡ୍‌ମିଟ ସମ୍ବନ୍ଧୀୟ ଖର୍ଚ୍ଚ ରୋଗୀ ଦେବେନି-ଡିସ୍‌ଚାର୍ଜ ପରେ ଆବଶ୍ୟକ ଫଲୋଅପ୍ ଭିଜିଟ୍ ଓ ପରୀକ୍ଷା ମାଗଣା ହେବ-ହସ୍ପିଟାଲଗୁଡ଼ିକ ରୋଗୀଙ୍କୁ ଆବଶ୍ୟକ ଔଷଧ ନିଶୁଳ୍କ ଭାବେ ଯୋଗାଇବାକୁ ବାଧ୍ୟ-ଅପରେସନ ପରେ ଜଟିଳତା କିମ୍ବା ପୁଣି ଭର୍ତ୍ତି ଖର୍ଚ୍ଚ ପ୍ୟାକେଜ ମୂଲ୍ୟରେ ସାମିଲ ରହିବ-ନିୟମ ଉଲ୍ଲଂଘନ କରୁଥିବା ହସ୍ପିଟାଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ

Read More

ଘରୋଇ LPG ସିଲିଣ୍ଡର ଦାମ୍ ୨୯ ଟଙ୍କା ବୃଦ୍ଧି

ପୁଣି ମହଙ୍ଗା ହେଲା ଘରୋଇ ଗ୍ୟାସ୍.. -ଘରୋଇ LPG ସିଲିଣ୍ଡର ଦାମ୍ ୨୯ ଟଙ୍କା ବୃଦ୍ଧି-ଆଜିଠୁ ସାରା ଦେଶରେ ନୂଆ ଦର ଲାଗୁ-ଭୁବନେଶ୍ୱରରେ ଘରୋଇ ଗ୍ୟାସ୍ ଦର ଛୁଇଁଲା ୯୬୮ ଟଙ୍କା-ପୂର୍ବରୁ ୧୪.୨ କେଜି ସିଲିଣ୍ଡରର ମୂଲ୍ୟ ଥିଲା ୯୩୯ ଟଙ୍କା-ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର ୯୧୩ରୁ ୯୪୨ ଟଙ୍କାକୁ ବୃଦ୍ଧି-ମାର୍ଚ୍ଚରେ ଘରୋଇ ଗ୍ୟାସ୍ ସିଲିଣ୍ଡର ୬୦ ଟଙ୍କା ବୃଦ୍ଧି ହୋଇଥିଲା

Read More