ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୦ ଜୁନ୍‌ ଓଡ଼ିଶା ଗସ୍ତ

ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୦ ଜୁନ୍‌ ଓଡ଼ିଶା ଗସ୍ତ ସୂଚୀ ପ୍ରକାଶ
-ପୂର୍ବାହ୍ନ ୧୧:୦୫ରେ ପାହାଡ଼ପୁର ହେଲିପ୍ୟାଡ୍‌ରେ ପହଞ୍ଚିବେ
-୧୧:୧୫ରେ ଗୋଷାଣୀ ପୀଠ ଗସ୍ତ, ପ୍ରାୟ ଘଣ୍ଟାଏ ରହିବେ
-୧୨:୫୫ରେ ସଭାସ୍ଥଳରେ ଯୋଗଦେବେ ପ୍ରଧାନମନ୍ତ୍ରୀ
-ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବରେ ହେବେ ସାମିଲ
-ଅପରାହ୍ନ ୨:୧୫ରେ ଓଡ଼ିଶାରୁ ପ୍ରସ୍ଥାନ କରିବେ

Related posts

Leave a Comment