ରାଜ୍ୟର ୩୦ଟି ଜିଲ୍ଲାରେ ହେବ MSME ଇ-ପାର୍କ ଗୃହରେ MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା ୧୪ଟି ଜିଲ୍ଲାରେ ସରିଛି MSME ଇ-ପାର୍କ ଏପ୍ରିଲ ମାସରେ ଆହୁରି ୪ରୁ ୫ଟି ପାର୍କ କାର୍ଯ୍ୟ ସମାପ୍ତ ହେବ ଇ-ପାର୍କ ପାଇଁ ସ୍ଥାନୀୟ ଭେଣ୍ଡରଙ୍କୁ ୪୦ରୁ ୫୦% ଜମି ଯୋଗାଇ ଦିଆଯିବ