ଚାକିରି ଦେବା ନାଁରେ ଠକେଇ; ବନ୍ଧାହେଲେ ମହିଳା ସ୍ଵେଚ୍ଛାସେବୀ l ମହିଳା ସ୍ଵେଚ୍ଛାସେବୀ ପରିଚୟ ଦେଉଥିବା ସୁରେଶ୍ଵରୀ ଜେନା କୁ ଗିରଫ କରିଛି ଖଣ୍ଡଗିରି ପୁଲିସ l ଖଣ୍ଡଗିରି ଥାନା ପୋଲିସର ଏକ ଟିମ୍ କେନ୍ଦୁଝରରୁ ଗିରଫ କରିଥିବା ସୂଚନା ! ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ସୁରେଶ୍ଵରୀ