ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ଏକ ଘଣ୍ଟା ପୂର୍ବରୁ ଉଠିଲା ମହାଦୀପ। ଏହି ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ ରାତି ୧୦ ବଦଳରେ ୯ ରେ ଉଠିଲା ମହାଦୀପ