#ଦଣ୍ଡ_ନାଚଦଣ୍ଡ ନାଚ ଓଡ଼ିଶାର ଏକ ଅତି ପ୍ରାଚୀନ ଏବଂ ପ୍ରସିଦ୍ଧ ଲୋକକଳା ତଥା ଧାର୍ମିକ ପର୍ବ। ଏହା ମୁଖ୍ୟତଃ ଚୈତ୍ର ମାସରେ (ମାର୍ଚ୍ଚ-ଏପ୍ରିଲ୍) ପାଳନ କରାଯାଇଥାଏ। ଦଣ୍ଡ ନାଚର ମୂଳ ଉତ୍ପତ୍ତିସ୍ଥଳ ମୁଖ୍ୟତଃ ଦକ୍ଷିଣ ଓଡ଼ିଶା ବୋଲି ଗ୍ରହଣ କରାଯାଏ। ବିଶେଷ କରି ଗଞ୍ଜାମ, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଏବଂ ବଲାଙ୍ଗୀର ଅଞ୍ଚଳରେ ଏହା ବହୁଳ ଭାବରେ ପ୍ରଚଳିତ। ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ଦଣ୍ଡ ନାଚ ସବୁଠାରୁ ଅଧିକ ପ୍ରସିଦ୍ଧ। April 14, 2026
୧୯ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୪ ଦିନରେ ୪ ଡିଗ୍ରୀ ବଢିବ ପାରଦ: ଆଜି ୪୫ ଡିଗ୍ରୀ ଛୁଇଁପାରେ ତାତି…. April 14, 2026
ବିଜେଡି କଂଗ୍ରେସ ମେଣ୍ଟ ହୋଇପାରେ: ଭକ୍ତ-ବିଜେଡି-କଂଗ୍ରେସ ମେଣ୍ଟ ନେଇ ପିସିସି ସଭାପତିଙ୍କ ବଡ଼ ସୂଚନା-‘ହାଇକମାଣ୍ଡ ଚାହିଁଲେ ବିଜେଡି-କଂଗ୍ରେସ ମେଣ୍ଟ ହୋଇପାରେ’-‘ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ହାଇକମାଣ୍ଡ ଚାହିଁଲେ ମେଣ୍ଟ’-‘ଏଆଇସିସି ଯଦି ନିଷ୍ପତ୍ତି ନିଏ , ତାହାଲେ ଉଭୟ ଦଳ ମେଣ୍ଟ କରିପାରୁ’-ଖୋର୍ଦ୍ଧା କଂଗ୍ରେସ କାର୍ଯ୍ୟଳୟ ଉଦ୍ଘାଟନ ବେଳେ ଏପରି କହିଲେ ଭକ୍ତ ଦାସ April 13, 2026