ପୁଣିଜଣେଗିରଫ -ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଆଉ ଜଣେ ଗିରଫ-ସାର୍ପ ସୁଟର୍କୁ ଘରେ ଆଶ୍ରୟ ଦେଇଥିବା ଶୂନ୍ୟଚନ୍ଦ୍ର ଦାସ ଗିରଫ-ବିହାରୀ ସୁଟର୍ ସମେତ ୪ ଜଣଙ୍କୁ ଆଶ୍ରୟ ଦେଇଥିଲେ ଶୂନ୍ୟ ଦାସ-ପୀତବାସ ପଣ୍ଡା ହତ୍ୟା ଘଟଣାର ମୋଟ ଗିରଫ ସଂଖ୍ୟା ୧୪କୁ ବୃଦ୍ଧି