ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବାଲିଗୁଡ଼ା ITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଅଫିସ୍ ସହ ଘରେ ରେଡ୍

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବାଲିଗୁଡ଼ା ITDAର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଅଫିସ୍ ସହ ଘରେ ରେଡ୍ ଜାରି ରଖିଛି । ଚଢ଼ାଉ ବେଳେ ବାବୁଙ୍କ ବ୍ୟାଙ୍କ୍ ଲକର୍‌ରୁ ମିଳିଛି ୨ କୋଟି ଟଙ୍କା । ଯାହାକୁ ଗଣିବା ଲାଗି ବ୍ୟାଙ୍କର ଟଙ୍କା ଗଣିବା ମେସିନ୍‌କୁ ନିୟୋଜିତ କରାଯାଇଛି ।ଭିଜିଲାନ୍ସ ରେଡ୍ ବେଳେ ବୈକୁଣ୍ଠଙ୍କ ୫ଟି ରାଜକୀୟ ବହୁତଳ କୋଠା ସହ ୧୩ଟି ଉଚ୍ଚ ମୂଲ୍ୟର ପ୍ଲଟ୍ ପାଇଛି । ଘରୁ ମିଳିଛି ନଗଦ ୨ ଲକ୍ଷ ୬୬ ଲକ୍ଷ ଟଙ୍କା । ଏହା ପରେ ଭିଜିଲାନ୍ସ ବୈକୁଣ୍ଠଙ୍କ ବ୍ଯାଙ୍କ୍‌ ଲକର୍ ଯାଞ୍ଚ କରିଛି ।ବୈକୁଣ୍ଠ ଓ ତାଙ୍କ ପତ୍ନୀଙ୍କ ନାଁରେ ଥିବା ଆକ୍ସିସ୍ ବ୍ୟାଙ୍କ୍ ଏବଂ ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଲକର୍‌ରେ ଭିଜିଲାନ୍ସ ରେଡ୍ କରିଛି । ରେଡ୍…

Read More

ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ନରୱେ ଚେସ୍‌ରେ ବିଜେତା ହୋଇ ରଚିଲେ ଇତିହାସ

ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ନୂଆ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ଭାବେ ସେ ନରୱେ ଚେସ୍‌ରେ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ଏଠାରେ ଖେଳାଯାଇଥିବା ଏହି ପ୍ରତି‌ଯୋଗିତାର ଦଶମ ତଥା ଶେଷ ରାଉଣ୍ଡରେ ପ୍ରଜ୍ଞାନନ୍ଦ ଜର୍ମାନୀର ଭିନସେଣ୍ଟ୍‌ କିମର୍‌ଙ୍କୁ ପରାସ୍ତ କରି ଦେଇଥିଲେ। ଏହି ବିଜୟ ସହ ୨୦ ବର୍ଷୀୟ ପ୍ରଜ୍ଞାନନ୍ଦ ମୋଟ ୧୮ ପଏଣ୍ଟ୍‌ ପାଇ ଟେବୁଲର ଶୀର୍ଷରେ ରଥିଲେ। ଏଥିସହ ସେ ଆମେରିକାର ୱେସ୍‌ଲେ ସୋ’ଙ୍କୁ ପଛରେ ପକାଇ ଟ୍ରଫି ଜିତିବାର ସଫଳ ହୋଇଥିଲ। ୯ ରାଉଣ୍ଡ ପର୍ଯ୍ୟନ୍ତ ପଏଣ୍ଟ୍‌ ଟେବୁଲର ଶୀର୍ଷ ସ୍ଥାନରେ ରହିଆସୁଥିବା ୱେସ୍‌ଲେ କିନ୍ତୁ ଶେଷ ରାଉଣ୍ଡରେ ଫ୍ରାନ୍ସର ଅଲୀରେଜା ଫିରୌଜାଙ୍କ ସହ ଡ୍ର’ ରଖିବା ମହଙ୍ଗା ପଡ଼ିଥିଲା।

Read More