
- ସମସ୍ତ ଅଏଲ୍ ରିଫାଇନାରୀକୁ ଅଧିକ LPG ଉତ୍ପାଦନ ନିର୍ଦ୍ଦେଶ
- ଅଧିକ LPG ଉତ୍ପାଦନ ନିର୍ଦ୍ଦେଶ ଦେଲା ପେଟ୍ରୋଲିୟମ୍ ମନ୍ତ୍ରାଳୟ
- ବିଶେଷକରି ଘରୋଇ LPG ଉପଭୋକ୍ତାଙ୍କ ପାଇଁ ବଢ଼ାଇବାକୁ ନିର୍ଦ୍ଦେଶ
- କଳାବଜାରୀ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନେଲା ମନ୍ତ୍ରାଳୟ
- ସିଲିଣ୍ଡର ବୁକିଂ ପିରିୟଡକୁ ମଧ୍ୟ ୨୫ ଦିନକୁ ବୃଦ୍ଧି ଘୋଷଣା
- ଘରୋଇ ବାଦ୍ ହସ୍ପିଟାଲ୍ ଓ ସ୍କୁଲ୍ ଯୋଗାଣକୁ ଗୁରୁତ୍ବ ନିର୍ଦ୍ଦେଶ
- ଶିଳ୍ପ ଓ ରେଷ୍ଟୁରାଣ୍ଟକୁ LPG ଯୋଗାଣର ସମୀକ୍ଷା ନେଇ କମିଟି ଗଠନ




