- କଟକ: ମହମ୍ମଦ ମୋକିମ୍ଙ୍କ ବାସଭବନରେ ସାଂସଦ ଦିଲ୍ଲୀପ ରାୟ
- ମୋକିମ୍ ଓ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ଭେଟି ଜଣାଇଲେ କୃତଜ୍ଞତା
- ରାଜ୍ୟସଭା ନିର୍ବାଚନରେ ସହଯୋଗ ଓ ସମର୍ଥନ ପାଇଁ ଧନ୍ୟବାଦ ଦେଲେ ଦିଲ୍ଲୀପ
- ‘ସୋଫିଆ ଓ ମୋକିମ୍ଙ୍କ ସହଯୋଗରେ ମୁଁ ରାଜ୍ୟସଭାରେ ଜିତିଲି’
- ଅନ୍ୟ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା କହିଲେ
- ଦିଲ୍ଲୀପଙ୍କ କଟକ ଗସ୍ତ ଓ ମୋକିମ୍ଙ୍କ ସହ ଆଲୋଚନାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା





