ତିନିଦିନ ତଳେ ନିର୍ବନ୍ଧ ହୋଇଥିଲା, ଆଜି ରାସ୍ତାକଡ଼ରୁ ମିଳିଲା ଯୁବତୀଙ୍କ ମୃତଦେହ। ଜଗତସିଂହପୁର ଜିଲ୍ଲା ସଦରଥାନା ଅଞ୍ଚଳରେ ପ୍ରେମଜନିତ କାରଣରୁ ଯୁବତୀଙ୍କୁ ହାଣି ହତ୍ୟା ସନ୍ଦେହ। କାଠିଆପଡ଼ା ନିକଟ ଜମିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ କାଠିଆପଡ଼ା ଗାଁର ସସ୍ମିତା ଦାସ ବୋଲି ଜଣାପଡ଼ିଛି। April 22, 2026