ଆଜି ଗଣତି ହେବ ଉପ ନିର୍ବାଚନ ର ଫଳାଫଳ
ରାତି ପାହିଲେ ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ହେବ। ଷ୍ଟ୍ରଙ୍ଗ ରୁମରେ ସିଲ୍ ହୋଇଥିବା ଇଭିଏମ୍ ଖୋଲାଯିବ। ଶୁକ୍ରବାର ସକାଳ ୮ଟାରୁ ଭୋଟ୍ ଗଣତି...
ରାତି ପାହିଲେ ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ହେବ। ଷ୍ଟ୍ରଙ୍ଗ ରୁମରେ ସିଲ୍ ହୋଇଥିବା ଇଭିଏମ୍ ଖୋଲାଯିବ। ଶୁକ୍ରବାର ସକାଳ ୮ଟାରୁ ଭୋଟ୍ ଗଣତି...
-LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି-ଦିଲ୍ଲୀ ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ-ଭୁଟାନରୁ ଫେରି ସିଧା ହସ୍ପିଟାଲ୍ ଯାଇ ଭେଟିଲେ
କୌଣସି ଭିଆଇପି ସେବା ନାହିଁ, ସୁରକ୍ଷା ନାହିଁ, ପ୍ରୋଟୋକଲ ନାହିଁ। ସତ୍ୟ କଥା ହେଉଛି, ଉତ୍ତର ପ୍ରଦେଶ ସରକାର ସେ ଚାଲିଯିବା ପରେ ହିଁ ଏହା ଜାଣିପାରିଲେ।...
କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ବନାଞ୍ଚଳ ଅନ୍ତର୍ଗତ ସିକେରକୁପା ସେକ୍ସନ କିଡିଙ୍ଗ-ମାଡ଼ିବନ୍ଧା ଅଞ୍ଚଳରେ ଏକ ବାଘ ବୁଲୁଥିବା ଅଭିଯୋଗ ହେଉଛି । କିଡିଙ୍ଗ ଓ ମାଡିବନ୍ଧା ଗାଁର ଲୋକେ...
i20ରେଆସିଥିଲେସନ୍ଦିଗ୍ଧ ! -ଦିଲ୍ଲୀ ବିସ୍ଫୋରଣ ଘଟଣା ପଛରେ I-20 କାର୍-ହରିୟାଣା ନଂ ଥିବା ଏହି କାର୍ ଉପରେ ବଢ଼ିଲା ସନ୍ଦେହ-ଏଥିରେ ୩ ଜଣ ସନ୍ଦିଗ୍ଧ ଥିବା ନେଇ...
- ସୁରକ୍ଷାକଡ଼ାକଡ଼ିପାଇଁମୁଖ୍ୟମନ୍ତ୍ରୀଙ୍କନିର୍ଦ୍ଦେଶ -ଦିଲ୍ଲୀ ବିସ୍ଫୋରଣ ପରେ ପୋଲିସ ଡିଜିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ-ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ-ବାଲିଯାତ୍ରା ଚାଲିଥିବାରୁ ସଜାଗ...
ଦିଲ୍ଲୀ ବିସ୍ଫୋରଣରେ ୧୩ ମୃତ, ୩୦ରୁ ଅଧିକ ଆହତ । ସବୁ ଏସ୍ପିଙ୍କୁ ଆସିଲା ବଡ଼ ନିର୍ଦ୍ଦେଶ କାର୍ ବିସ୍ଫୋରଣ ପରେ ଆକ୍ସନ ମୋଡ୍ରେ ପିଏମ୍ ମୋଦି...
ବୌଦ୍ଧ କନ୍ଧମାଳ ସୀମାନ୍ତ ଗାଡ଼ିଆପଡ଼ା ଘାଟିରେ କଲରାପତାରିଆ ବାଘ ଆତଙ୍କ। କାରରେ ଯାଉଥିବା ବେଳେ ଜଣେ ଡ୍ରାଇଭରଙ୍କ ମୋବାଇଲରେ ବାଘର ଭିଡିଓ କଏଦ ହେବ ପରେ ଭୟ...
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନାକଟି ଦେଉଳ ରାସ୍ତା ର ଡ଼ିମିରିକୁଦା ନିକଟ ଆଦର୍ଶ ବିଦ୍ୟାଳୟ ନିକଟରେ ଅଜଣା ଗାଡି ଧକ୍କାରେ ମା’ ଓ ପୁଅ ଙ୍କ ମୃତ୍ୟୁ...
ବାରମ୍ବାର ଧରାପଡ଼ିଲେ ଷ୍ଟଲ୍କୁ ନା -ବାଲିଯାତ୍ରା ପଡ଼ିଆରେ ଫୁଡ୍ ସେଫ୍ଟିର ରେଡ୍ ପରେ ଆକ୍ସନ୍ -ଫୁଡ୍ ସେଫ୍ଟିର ରେଡ୍କୁ ନେଇ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା -'ବାରମ୍ବାର...
© 2025 OD Times - Popular News Portal, Design by Kartikdesign.