କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜର ଝିରିପାଣି ବିଟ୍ ଶିମିଳିପଦର ଜଙ୍ଗଲରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। କିଛିଦିନ ହେବ କଳାହାଣ୍ଡି ଜିଲ୍ଲାରୁ ୨୬ ଟିକିଆ ହାତୀପଲ ବେଲଘର ରେଞ୍ଜ ଝିରିପାଣି ବିଟରେ ପ୍ରବେଶ କରିଥିବା ବେଳେ ପ୍ରାୟ ୧୦ ଦିନ ହେବ ଗୋଟିଏ ପରେ ଗୋଟିଏ ଜଙ୍ଗଲ ଘୁରି ବୁଲୁଥିଲେ। ହାତୀପଲରେ ଗୋଟିଏ ଦନ୍ତା ହାତୀ ଅସୁସ୍ଥ ଅବସ୍ଥାରେ ବୁଲୁଥିବା ବନବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ। ହାତୀ ଅସୁସ୍ଥ ସମ୍ପର୍କରେ ବାଲିଗୁଡ଼ା ଡିଏଫଓ ଘନଶ୍ୟାମ ମହନ୍ତକୁ ଖବର ଦେବା ପରେ ଘଟଣାସ୍ଥଳରେ ଡିଏଫଓ, ଏସିଏଫ୍ ପହଞ୍ଚି ପ୍ରାଣୀ ଚିକିତ୍ସାଳୟର ଡାକ୍ତର ମାନଙ୍କ ଦ୍ୱାରା ଚିକିତ୍ସା ଆରମ୍ଭ କରିଥିଲେ | କିନ୍ତୁ ଚିକିତ୍ସା ସତ୍ତ୍ବେ ହାତୀଟି ଆଖି ବୁଜି ଦେଇଥିଲା। ତେବେ ବେଲଘର ରେଞ୍ଜରେ ଗତ ୪ମାସ ଭିତରେ ୩ଟି ହାତୀ ମରିଥିବା ବେଳେ ଏହାକୁ ନେଇ ପରିବେଶବିତଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ବେଲଘର ରେଞ୍ଜରେ ଗତ ୨୦୨୫ ଡିସେମ୍ବର ୧୨ରେ ଏକ ହାତୀ ମୃତ୍ୟୁ ହୋଇଥିବା ବେଳେ ଜାନୁଆରି ୫ରେ ଆଉ ଏକ ହାତୀର ମୃତ୍ୟୁ ହୋଇଥିଲା। ହାତୀମୃତ୍ୟୁ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। କାହିଁକି ନା ହାତୀ ମୃତ୍ୟୁ ଘଟଣାକୁ ଲୁଚାଇବାକୁ ସେତେବେଳେ ଖୋଦ୍ ବନ କର୍ମଚାରୀ ସାମିଲ ହୋଇଥିଲେ । ଏହି ଘଟଣାରେ ସେତେବେଳେ ଜଣେ ରେଞ୍ଜର ଓ ଏସିଏଫ୍ ନିଲମ୍ବିତ ହୋଇଥିଲେ । ପୁଣି ଆଜି ଏକ ହାତୀ ମୃତ୍ୟୁ ହୋଇଥିବା ବେଳେ କେଉଁ କାରଣରୁ ହାତୀଟି ମଲା ସେ ନେଇ ବନ ବିଭାଗ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ହାତୀଟି ଗୋଠଛଡା ହୋଇ ଶିମିଳିପଦର, ମୁଣ୍ଡୁଟି ଓ ଦେଶୁଘାଟି ରାସ୍ତାକଡ଼ ଜଙ୍ଗଲରେ ବୁଲି ନପାରି ପଡ଼ି ରହୁଥିଲା ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ଠିକ ଭାବେ ଚିକିତ୍ସା କରାଯାଇ ପାରି ନଥିବାରୁ ହାତୀଟି ହୁଏତ ପ୍ରାଣ ହରାଇଛି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ସୁରକ୍ଷା ଦିଗରେ ଠିକ ପଦେକ୍ଷପ ନିଆଯାଉ ନଥିବାରୁ ୪ ମାସରେ ଏହି ରେଞ୍ଜରେ ତିନିଟି ହାତୀ ମରିବା ସବୁଠୁ ଉଦ୍‌ବେଗର ବିଷୟ ବୋଲି ପରିବେଶବିତ ମାନେ କହିଛନ୍ତି ।

FEATURED NEWS

କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ। କଟକ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ। ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ। ଖାଦ୍ୟରେ ନିଶା ଦେଇ ଅଚେତ ପରେ ଦୁଷ୍କର୍ମ କରିଥିଲେ। କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ମାଷ୍ଟର୍‌ମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି।

ନେପାଳ ରାଜନୀତିରେ ବଡ଼ ବିପ୍ଳବ! ବାଲେନ୍ ଶାହାଙ୍କ ୬ଟି ଐତିହାସିକ ସଂସ୍କାର ଘୋଷଣା।ନେପାଳର ଚର୍ଚ୍ଚିତ ନେତା ବାଲେନ୍ ଶାହାଙ୍କ ନୂତନ ଶାସନ ବ୍ୟବସ୍ଥାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି। ସାଧାରଣ ଜନତାଙ୍କ ସୁବିଧା ଏବଂ ପ୍ରଶାସନିକ ସ୍ୱଚ୍ଛତା ପାଇଁ ସେ କିଛି ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି, ଯାହା ଅନ୍ୟ ଦେଶମାନଙ୍କ ପାଇଁ ଏକ ଉଦାହରଣ ସାଜିପାରେ।

ସଂସ୍କାରର ପ୍ରମୁଖ ୬ଟି ବିନ୍ଦୁ:ଭିଆଇପି କଲ୍ଚରର ଅନ୍ତ: ଏଣିକି କୌଣସି ନେତାଙ୍କ କନଭୟ ପାଇଁ ରାସ୍ତାରେ ଟ୍ରାଫିକ୍ ଅବରୋଧ କରାଯିବ ନାହିଁ। ଜନସାଧାରଣଙ୍କ ସମୟର ମୂଲ୍ୟକୁ ସର୍ବାଗ୍ରେ...

Read more

Special Reports

Politics

Science

Business

Tech

Editor's Choice

Spotlight

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜର ଝିରିପାଣି ବିଟ୍ ଶିମିଳିପଦର ଜଙ୍ଗଲରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। କିଛିଦିନ ହେବ କଳାହାଣ୍ଡି ଜିଲ୍ଲାରୁ ୨୬ ଟିକିଆ ହାତୀପଲ ବେଲଘର ରେଞ୍ଜ ଝିରିପାଣି ବିଟରେ ପ୍ରବେଶ କରିଥିବା ବେଳେ ପ୍ରାୟ ୧୦ ଦିନ ହେବ ଗୋଟିଏ ପରେ ଗୋଟିଏ ଜଙ୍ଗଲ ଘୁରି ବୁଲୁଥିଲେ। ହାତୀପଲରେ ଗୋଟିଏ ଦନ୍ତା ହାତୀ ଅସୁସ୍ଥ ଅବସ୍ଥାରେ ବୁଲୁଥିବା ବନବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ। ହାତୀ ଅସୁସ୍ଥ ସମ୍ପର୍କରେ ବାଲିଗୁଡ଼ା ଡିଏଫଓ ଘନଶ୍ୟାମ ମହନ୍ତକୁ ଖବର ଦେବା ପରେ ଘଟଣାସ୍ଥଳରେ ଡିଏଫଓ, ଏସିଏଫ୍ ପହଞ୍ଚି ପ୍ରାଣୀ ଚିକିତ୍ସାଳୟର ଡାକ୍ତର ମାନଙ୍କ ଦ୍ୱାରା ଚିକିତ୍ସା ଆରମ୍ଭ କରିଥିଲେ | କିନ୍ତୁ ଚିକିତ୍ସା ସତ୍ତ୍ବେ ହାତୀଟି ଆଖି ବୁଜି ଦେଇଥିଲା। ତେବେ ବେଲଘର ରେଞ୍ଜରେ ଗତ ୪ମାସ ଭିତରେ ୩ଟି ହାତୀ ମରିଥିବା ବେଳେ ଏହାକୁ ନେଇ ପରିବେଶବିତଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ବେଲଘର ରେଞ୍ଜରେ ଗତ ୨୦୨୫ ଡିସେମ୍ବର ୧୨ରେ ଏକ ହାତୀ ମୃତ୍ୟୁ ହୋଇଥିବା ବେଳେ ଜାନୁଆରି ୫ରେ ଆଉ ଏକ ହାତୀର ମୃତ୍ୟୁ ହୋଇଥିଲା। ହାତୀମୃତ୍ୟୁ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। କାହିଁକି ନା ହାତୀ ମୃତ୍ୟୁ ଘଟଣାକୁ ଲୁଚାଇବାକୁ ସେତେବେଳେ ଖୋଦ୍ ବନ କର୍ମଚାରୀ ସାମିଲ ହୋଇଥିଲେ । ଏହି ଘଟଣାରେ ସେତେବେଳେ ଜଣେ ରେଞ୍ଜର ଓ ଏସିଏଫ୍ ନିଲମ୍ବିତ ହୋଇଥିଲେ । ପୁଣି ଆଜି ଏକ ହାତୀ ମୃତ୍ୟୁ ହୋଇଥିବା ବେଳେ କେଉଁ କାରଣରୁ ହାତୀଟି ମଲା ସେ ନେଇ ବନ ବିଭାଗ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ହାତୀଟି ଗୋଠଛଡା ହୋଇ ଶିମିଳିପଦର, ମୁଣ୍ଡୁଟି ଓ ଦେଶୁଘାଟି ରାସ୍ତାକଡ଼ ଜଙ୍ଗଲରେ ବୁଲି ନପାରି ପଡ଼ି ରହୁଥିଲା ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ଠିକ ଭାବେ ଚିକିତ୍ସା କରାଯାଇ ପାରି ନଥିବାରୁ ହାତୀଟି ହୁଏତ ପ୍ରାଣ ହରାଇଛି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ସୁରକ୍ଷା ଦିଗରେ ଠିକ ପଦେକ୍ଷପ ନିଆଯାଉ ନଥିବାରୁ ୪ ମାସରେ ଏହି ରେଞ୍ଜରେ ତିନିଟି ହାତୀ ମରିବା ସବୁଠୁ ଉଦ୍‌ବେଗର ବିଷୟ ବୋଲି ପରିବେଶବିତ ମାନେ କହିଛନ୍ତି ।

More News

JNews Video

Latest Post

3D Glass Solution ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଓଡ଼ିଶାର ସେମିକଣ୍ଡକ୍ଟର ଯାତ୍ରାରେ ଯୋଡିହେଲା ନୂଆ ଅଧ୍ୟାୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଭୁରି ଭୁରି ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ଶିଳ୍ପ ଓ ରୋଜଗାର ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ...

ବଡ଼ ଖବର

👉ବର୍ତ୍ତମାନର ସବୁଠୁ ବଡ଼ ଖବର BREAKING NEWS- ବ୍ରହ୍ମପୁର ରେଲୱେ ଷ୍ଟେସନରେ ୩୪ ନାବାଳକ ଉଦ୍ଧାର ଟ୍ରେନରୁ ଉଦ୍ଧାର କଲେ ଆରପିଏଫ ଓ ଜିଆରପି ବିହାର ଏବଂ...

ରାହୁଲଙ୍କ ନାଁରେ ଏତଲା ନିର୍ଦ୍ଦେଶ

-ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଶକ୍ତ ଧକ୍କା-ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା କରିବାକୁ ନିର୍ଦ୍ଦେଶ-ଏତଲା କରିବାକୁ ପୋଲିସ୍‌କୁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ-ଏତଲା ସହ କେନ୍ଦ୍ରୀୟ ସଂସ୍ଥା...

Page 1 of 88 1 2 88

Recommended

Most Popular