ମୁଖ୍ୟମନ୍ତ୍ରୀଙ୍କ ଶୋକ
-ହ୍ୟୁମାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ-ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ-ଶୋକସନ୍ତପ୍ତ ପରିବାର ପ୍ରତି ଜଣାଇଲେ ସମବେଦନା-ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ...
-ହ୍ୟୁମାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶୋକ-ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ-ଶୋକସନ୍ତପ୍ତ ପରିବାର ପ୍ରତି ଜଣାଇଲେ ସମବେଦନା-ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ...
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ପରଲୋକଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତପରଲୋକ ନେଇ ଭୁବନେଶ୍ବର ଏମ୍ସ ପକ୍ଷରୁ ସୂଚନା୩୬ ବର୍ଷ ବୟସରେ ହ୍ୟୁମାନ ସାଗରଙ୍କ...
ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ଘଟଣା। ଓପିଡିରେ ରୋଗୀ ଦେଖୁଥିବା ବେଳେ ଡାକ୍ତରଙ୍କ ମୃତ୍ୟୁ। ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ିଯାଇଥିଲେ ଡାକ୍ତରରୋଗୀ ଦେଖୁ...
ନୌଗାମ ଥାନା ବିସ୍ଫୋରଣ 💥ଦୁର୍ଘଟଣାଜନିତ- ଡିଜିପି-ନୌଗାମ ଥାନାରେ ବିସ୍ଫୋରଣ: ଜମ୍ମୁକାଶ୍ମୀର ଡିଜିପିଙ୍କ ପ୍ରତିକ୍ରିୟା-ବିସ୍ଫୋରଣ ‘ଦୁର୍ଘଟଣାଜନିତ’ ଥିବା ନେଇ ଗଣମାଧ୍ୟମକୁ ଦେଲେ ସୂଚନା-ଏହି ଘଟଣାର କାରଣ ସମ୍ପର୍କରେ ଅନ୍ୟ...
ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ ଓ ବୁଣାକାର ସମବାୟ ସମିତି ସମ୍ପାଦକ। ସୁବର୍ଣ୍ଣପୁର ଜିଲ୍ଲା ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ ସତ୍ୟାନନ୍ଦ ବେହେରା...
କୁକୁର ବିଲୁଆ ଶବ ଖାଇବାର ଚର୍ଚ୍ଚା ଶ୍ମଶାନରେ କଲେନି ଶବଦାହ, ନଦୀ ବାଲିଘାଟରେ ପୋତି ଚାଲିଗଲେ ଶବ। ଗଞ୍ଜାମରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।ମାଳି ଜଗନ୍ନାଥପୁର...
୮୫ଟି କଇଁଛ ଜବତ ୩ଗିରଫବନ ବିଭାଗ, ରାଜସ୍ବ ବିଭାଗର ଚଢ଼ଉ୮୫ଟି କଇଁଛ ଜବତ, ୩ଜଣ ଅଭିଯୁକ୍ତ ଗିରଫଆନ୍ଧ୍ରପ୍ରଦେଶରୁ ହେଉଥିଲା ଚାଲାଣ, ଓଡ଼ିଶାରେ ବିକିବାକୁ ଯୋଜନା
ଲାଞ୍ଚୁଆ ପୋଲିସ ASI ଗିରଫଏକ ପାରିବାରିକ ବିବାଦର ତଦନ୍ତକାରୀ ଅଧିକାରୀ ଥାଇ; ସମାଧାନ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଗଲେ...
ରାଜ୍ୟରେ ଶୀତ ବଢ଼ିଛି। ଗୁରୁବାର ୪ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା, ସେମିଳିଗୁଡ଼ା ସବୁଠୁ ଥଣ୍ଡା ୭.୧ ଡିଗ୍ରୀ।ସେହିପରି ଜି. ଉଦୟଗିରିରେ ତାପମାତ୍ରା ୭.୪...
-ପୁରୀ:ର ଶ୍ରୀସେତୁ ନିକଟ ଜଳଭଣ୍ଡାରରୁ ନାବାଳକର କ୍ଷତାକ୍ତ ମୃତଦେହ ଉଦ୍ଧାର-ପରିବାର ଆଣିଲେ ହତ୍ୟା ଅଭିଯୋଗ, ମାରି କେହି ପାଣିରେ ଫିଙ୍ଗିଥିବା ଅନୁମାନ-ମୃତ ନାବାଳକ ଟାଉନ ଥାନା ଅଞ୍ଚଳର,...
© 2025 OD Times - Popular News Portal, Design by Kartikdesign.