ବର ଗାଡି ତଳେ ଗଲା ବାପର ଜୀବନ
ବଲାଙ୍ଗୀର: ବର ଶୋଭାଯାତ୍ରା ବେଳେ ବଡ଼ ଅଘଟଣ । ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ବସିଥିବା ଗାଡ଼ି । ଦୁର୍ଘଟଣାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ...
ବଲାଙ୍ଗୀର: ବର ଶୋଭାଯାତ୍ରା ବେଳେ ବଡ଼ ଅଘଟଣ । ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ବସିଥିବା ଗାଡ଼ି । ଦୁର୍ଘଟଣାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ...
-ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ-୧୧ଟି ବିଭାଗର ୭୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ-ଗୃହ ବିଭାଗ ପାଇଁ ମଧ୍ୟ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ...
୨୭ପର୍ଯ୍ୟନ୍ତବଢ଼ିଲାOTETଆବେଦନ -OTET-୨୦୨୫ ଆବେଦନ ଅବଧି ଆସନ୍ତା ୨୭ ପର୍ଯ୍ୟନ୍ତ ବଢ଼ିଲା-ପିଲାମାନଙ୍କ ଅନୁରୋଧ ଅନୁସାରେ ଅବଧି ବଢ଼ିବା ସୂଚନା-ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ସୂଚନା ଜାରି
-ଲୋକଙ୍କ ସେବକ ହେଇ କାମ କରିବାକୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ-ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଡ଼ା ତାଗିଦ୍-ଜିଲ୍ଲାସ୍ତରରେ ସମାଧାନ ହେବା ଭଳି ଅଭିଯୋଗକୁ...
ମୋନ୍ଥା ଯାଉ ଯାଉ ପୁଣି ଆସିଲାଣି ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣବଳୟ ଲଘୁଚାପର ରୂପ ନେଇ ସାରିଥିବା ବେଳେ ଏହା ବାତ୍ୟାର ରୂପ ନେଇପାରେ ।...
କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ପଥୁରିପଡ଼ା ଗ୍ରାମର ଚିନ୍ତାମଣି ଦାସଙ୍କ ଝିଅ ୧୯ ବର୍ଷ ବୟସ୍କା ସୁଭସ୍ମିତା ଦାସ, ନୟାଗଡ଼ର ରାଜସୁନାଖଳାରେ ପ୍ରଥମ ବର୍ଷର ସିଟି...
ମାଗଣାରେ ମିଳିବ ବାଲି। ସରକାରଙ୍କ ବିଭିନ୍ନ ଗୃହ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି । ଏନେଇ ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ...
ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ହେଉ- ପ୍ରେମ ଆନନ୍ଦ-ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ବିବାଦ-ଓଟିଭିକୁ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ପ୍ରତିକ୍ରିୟା.-ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ...
33 ତାମିଲନାଡୁର ପ୍ରାଚୀନ ପଞ୍ଚବର୍ଣ୍ଣ ସ୍ୱାମୀ ମନ୍ଦିରର କାନ୍ଥରେ ସାଇକେଲ ଚଲାଉଥିବା ଜଣେ ବ୍ୟକ୍ତିଙ୍କ ମୂର୍ତ୍ତି ରହିଛି। ଏହି ପ୍ରତିଛବି ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏହି...
© 2025 OD Times - Popular News Portal, Design by Kartikdesign.