ଏପ୍ରିଲରୁ ଓଡ଼ିଶାରେଜନଗଣନା।
ଏପ୍ରିଲରୁ ଓଡ଼ିଶା ରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା।ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣଙ୍କ ସୂଚନା ।ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ପରେ ସୂଚନା।୨୦୨୭...
ଏପ୍ରିଲରୁ ଓଡ଼ିଶା ରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା।ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣଙ୍କ ସୂଚନା ।ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ପରେ ସୂଚନା।୨୦୨୭...
ନାବାଳିକାଙ୍କୁ ପ୍ରେମ ପାଇଁ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଶାସ୍ତି ଉଲଗ୍ନ ଭିଡିଓ ଭାଇରାଲ ହୋଇଛି। ଯୁବକଙ୍କୁ ଉଲଗ୍ନ କରି ମାଡ଼ମାରି ରକ୍ତାକ୍ତ କରିବା ପରେ ଦଉଡ଼ିରେ ହାତ...
ଟିଟିଲାଗଡ଼: ୧୦ ହଜାର ଲାଞ୍ଚ ନେଇ *ଧରାପଡ଼ିଲେ ଫରେଷ୍ଟରଫରେଷ୍ଟର ଅଶୋକ ନାଏକଙ୍କୁ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସମୁରିବାହାଲ ରେଞ୍ଜ ଗୁଲ୍ମୀ ଫରେଷ୍ଟର ଅଶୋକ ନାଏକ ଗିରଫ
- ଓପିଡି ସେବା ବନ୍ଦ ପ୍ରସଙ୍ଗରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା- ପୂର୍ବ ସରକାର ସମୟରୁ ଡାକ୍ତରଙ୍କ ଦାବି ରହିଆସିଛି: ମନ୍ତ୍ରୀ- ‘ଆମ ସରକାର ସମାଧାନ ପାଇଁ କମିଟି ଗଠନ...
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲ PM ମୋଦି-ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘାୟୁ କାମନା କଲେ ପ୍ରଧାନମନ୍ତ୍ରୀ
-କୃଷ୍ଣପ୍ରସାଦ: ୪ ଦିନ ପରେ ଚିଲିକାରୁ ହଟିଲା କଟକଣା-ଲୋକଙ୍କର ଅସୁବିଧାକୁ ଦୃଷ୍ଟିରେ ରଖି କଟକଣା କୋହଳ କଲା ପ୍ରଶାସନ-କୁହୁଡ଼ିକୁ ଦେଖି ଡଙ୍ଗା ଓ ଭସାପୋଲ ଚଳାଚଳକୁ ସ୍ୱାଭାବିକ...
-ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ-୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ସମ୍ଭାବନା-ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ଭାରତ ମହାସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି-ଆଗାମୀ ୨୪ ଘଣ୍ଟା...
-ଭୂକମ୍ପରେ ଥରିଲା ଜାପାନ; ରିକ୍ଟର ସ୍କେଲ୍ରେ ତୀବ୍ରତା ୬.୩ ରେକର୍ଡ-ପଶ୍ଚିମ ଚୁଗୋକୁ ଅଞ୍ଚଳରେ ଭୂକମ୍ପ ଝଟ୍କା, ସୁନାମୀ ଆଲର୍ଟ ନାହିଁ
ଅଗ୍ନିକାଣ୍ଡ ଘଟି ୪ ଜଣ ଛାତ୍ର ଗୁରୁତର । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ରାୟଗଡ଼ାଜିଲ୍ଲା ବିଷମକଟକ ବ୍ଲକ ପାଇକଡ଼ାକୁଲୁଗୁଡ଼ାସ୍ଥ...
ଭୁବନେଶ୍ୱର,୪।୧(ଓଡ଼ି ଟାଇମ୍ସ):ଓଡିଶା ସରକାରଙ୍କ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗର ଓଡିଶା ଟେକ୍ସ ଟାଇଲସ୍ ଆଣ୍ଡ ସେରିକଲଚରସର୍ଭିସରେ ବିନା କ୍ୟାବିନେଟ ଅନୁମୋଦନରେ କ୍ୟାଡର ରୁଲରେ ପରିଵର୍ତନ କରି...
© 2025 OD Times - Popular News Portal, Design by Kartikdesign.