Uncategorized

ଶ୍ରମ ଅଧିକାରୀଙ୍କୁ ସୋ କଜ୍‌ ନୋଟିସ

ଶ୍ରମ ଅଧିକାରୀଙ୍କୁ ସୋ କଜ୍‌ ନୋଟିସଜଗତସିଂହପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ୨ ଦିନରେ ଜବାବ ଦାଖଲ ପାଇଁ...

Read more

ବାହାନଗା ଷ୍ଟାଇଲରେ ସ୍ପେନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା,୨୧ମୃତ

ପିଟିହେଲା ୨ଟି ଟ୍ରେନ୍, ୨୧ମୃତ ବାହାନଗା ଷ୍ଟାଇଲରେ ସ୍ପେନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ପିଟିହେଲେ ୨ଟି ହାଇସ୍ପିଡ୍ ଟ୍ରେନ୍। ଏଥିରେ ୨୧ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଶତାଧିକ...

Read more

ଏଆଇ ଯୁଗରେ ମନଗଢ଼ା ପରଂପରା ଚିତ୍ରଣ ଉପରେ ରୋକ୍ ଲଗାଇବା ଦରକାର

ଏଆଇ ଯୁଗରେ ମନଗଢ଼ା ପରଂପରା ଚିତ୍ରଣ ଉପରେ ରୋକ୍ ଲଗାଇବା ଦରକାର। ରୋକ ନଲସଗିଲେ ଜଗନ୍ନଥ ଙ୍କ ନୀତି ଓ ପରମ୍ପରାକୁ ନେଇ ଭ୍ରମ ସୃଷ୍ଟି ହେବ...

Read more

ଗୁଳି ମାଡ଼ରେ ଜଣେ ମୃତ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଜାମୁସାହି ଦେଉଳିରେ ଗୁଳିକାଣ୍ଡ।ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ମୃତ। ମୃତକ ହେଲେ ଜାମୁସାହିର ବାସୁଦେବ ପରିଡା। ୨ ଜଣ ଦୁର୍ବୃତ୍ତ ଜାମୁସାହିର ବାସୁସେବଙ୍କୁ...

Read more

ବାଲି ପାଇଁ ଆସିଲା ନୂଆ ନିୟମ।

ବାଲି ପାଇଁ ଆସିଲା ନୂଆ ନିୟମ।ଏଥରମାନିବାକୁପଡ଼ିବଏସବୁନିୟମରାସ୍ତାରେ ବାଲି ପଡ଼ି ଅନେକ ଜୀବନ ବିପଦପୂର୍ଣ୍ଣ ହେଉଛି। ଦୁଇଜଣ ମୃତ୍ୟୁବରଣ କରିଥିବାବେଳେ ଏବେ ଆଉ ଜଣେ ସାମ୍ବାଦିକ ରାସ୍ତାରେ ବାଲି...

Read more

ହୁତୁ ହୁତୁ ହୋଇ ଜଳୁଛି ତୁଳା ଫ୍ୟାକ୍ଟ୍ରି

-ବାଲେଶ୍ୱର: ରୂପ୍‌ସା ଅଂଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ.-ହଳଦୀପଦା ନିକଟରେ ଥିବା ତୁଳା ଫ୍ୟାକ୍ଟ୍ରିରେ ନିଆଁ.-ହୁତୁ ହୁତୁ ହୋଇ ଜଳୁଛି ଫ୍ୟାକ୍ଟ୍ରିରେ ଥିବା ତୁଳା-ଅଗ୍ନିଶମ ବିଭାଗର ୫ ଗାଡ଼ି...

Read more

ଜଳିଗଲା ଅଟୋ କାର୍

ଜଳିଗଲା ଅଟୋ କାର୍; ଜଣେ ଜୀବନ୍ତ ଦଗ୍ଧ -ଫୁଲବାଣୀ: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍; ଜଣେ ଜୀବନ୍ତ ଦଗ୍ଧ.-ଭେଟଖୋଲ ଘାଟି ପୂର୍ବରୁ ଦାତପାଜୁରେ ଭୟଙ୍କର ଦୁର୍ଘଟଣା-୩ ଜଣ ଗୁରୁତର...

Read more

ଓଡ଼ିଶାକୁ ଆସିବ ୧ ଲକ୍ଷ କୋଟି ଟଙ୍କା ପୁଞ୍ଜି, ମୁଖ୍ୟମନ୍ତ୍ରୀ

-କୋଲକାତା ଇନଭେଷ୍ଟର ମିଟ୍‌; ଓଡ଼ିଶାକୁ ଆସିବ ୧ ଲକ୍ଷ କୋଟି ଟଙ୍କା ପୁଞ୍ଜି.-୨୦୩୬ ଓ ୨୦୪୭ ଭିଜନ୍‌କୁ ସଫଳ କରିବା ଲକ୍ଷ୍ୟରେ ଆସିବ ପୁଞ୍ଜି.-ଆଉ ୯୦ ହଜାର...

Read more

ଅଧ୍ୟାପକଙ୍କ ସମସ୍ୟା ସମାଧାନ ନେଇ କମିଟି

ଅଧ୍ୟାପକଙ୍କ ସମସ୍ୟା ସମାଧାନ ନେଇ କମିଟି -ଅଧ୍ୟାପକଙ୍କ ସମସ୍ୟାର ସମାଧାନ ନେଇ ଉଚ୍ଚସ୍ତରୀୟ କମିଟି ଗଠନ-ଏନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ-‘ଅଧ୍ୟାପକ ଯେମିତି ଆନ୍ଦୋଳନକୁ...

Read more

ଗୋ ମାଫିଆ ଫସିଲେ

ବେଆଇନ୍ ଗୋ-ମାଫିଆଙ୍କ ପାଖରେ ଆଖି ତରାଟିଲା ଭଳି ସମ୍ପତି ।କଟକ, କେନ୍ଦୁଝର, ମୟୂରଭଞ୍ଜରେ ବଡ଼ଧରଣର ଚଢାଉ ।ଗୋ-ମାଫିଆଙ୍କ ପାଖରୁ ମିଳିଲା କୋଟିଏ ୪୦ ଲକ୍ଷର ନଗଦ କ୍ୟାସ୍...

Read more
Page 15 of 60 1 14 15 16 60
  • Trending
  • Comments
  • Latest

Recent News