OD Times

OD Times

ଭଦ୍ରକ କଲେଜରେ ଛାତ୍ର ଆନ୍ଦୋଳନ

ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି।-ବ୍ୟାନର୍ ମରାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନା-କଲେଜ୍ ଗେଟ୍‌ ଆଗରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଧାରଣା-ବିଜୁ ଛାତ୍ର ଜନତା ଦଳ ପକ୍ଷରୁ...

ମୋହନ ସରକାରଙ୍କ ସର୍ଜିକାଲ ଷ୍ଟ୍ରାଇକ

ଭୁବନେଶ୍ବର: ଉତ୍କଳ ବିଶ୍ଵବିଦ୍ୟାଳୟରୁ ଅଣଛାତ୍ରଙ୍କୁ ତଡିବା ପ୍ରସଙ୍ଗରେ ବିଜେପି ଯୁବମୋର୍ଚ୍ଚା ପ୍ରତିକ୍ରିୟା ଦେଇଛି। ବିଜେଡ଼ି ଓ କଂଗ୍ରେସ କ’ଣ ପାଇଁ ପ୍ରତିକ୍ରିୟାଶୀଳ ହେଉଛନ୍ତି। ଯଦି ଆମ ଦଳର...

ବସଭଡା ୧୦ ଟଙ୍କା ପାଇଁ ୨୫ କିମି ଚଲାଇଲଲେ କଣ୍ଡକ୍ଟର

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ର ବୈଶିଙ୍ଗା ଗ୍ରାମର ସରୋଜ ପୁଥାଳଙ୍କ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ପୁଅ ପୀୟୂଷ ଓ ନଡ଼ପୁର ଗ୍ରାମର ସରୋଜଙ୍କ ଭିଣୋଇ ବ୍ରଜମୋହନ...

କଟକ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ତୃତୀୟ ବନ୍ୟାଜଳ।

କଟକ: ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ତୃତୀୟ ବନ୍ୟାଜଳ। ଏବେ ହୀରାକୁଦ ଜଳଭଣ୍ଡାରରେ ୧୨ଟି ସ୍ଲୁଇସ୍ ଗେଟ ଦେଇ ମହାନଦୀରେ...

ଯୁବକଙ୍କୁ ହତ୍ୟା

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଗୋଠ ଗାଁରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ହେଲେ...

ଜିଏସ୍‌ଟି ପରିସରଭୁକ୍ତ ହୋଇପାରିଲାନି ପେଟ୍ରୋଲ ଓ ଡିଜେଲ୍‌ ରାଜିହେଲେନି ରାଜ୍ୟ, ସରକାର ତେଲ ଲିଟର ୩୫ ଟଙ୍କା କମିଥା’ନ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ବାରା ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ହାରରେ ବଡ଼ ସଂସ୍କାର ଘୋଷଣା ପରେ ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ସମାଗ୍ରୀଗୁଡିକର ଦର ମହୁ...

ମୋଦି ଜଣେ ଭଲ ପ୍ରଧାନମନ୍ତ୍ରୀ ସବୁବେଳେ ବନ୍ଧୁ ହୋଇ ରହିବେ ବୋଲି ଟ୍ରମ୍ପଙ୍କ ବୟାନ

ଭାରତ-ଆମେରିକା ସମ୍ପର୍କକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ । ଦୁଇ ଦେଶ ମଧ୍ୟରେ ଥିବା ସଂପର୍କ ସ୍ବତନ୍ତ୍ର । କହିଲେ, ସବୁବେଳେ ମୋଦିଙ୍କ ବନ୍ଧୁ ହୋଇ...

୨୭ ତାରିଖରେ ଓଟିଇଟି ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)ହେବ।ଉକ୍ତ ଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ...

Page 43 of 49 1 42 43 44 49
  • Trending
  • Comments
  • Latest

Recent News