OD Times

OD Times

ମା ପୁଅଙ୍କର ମୃର୍ତ୍ୟୁ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନାକଟି ଦେଉଳ ରାସ୍ତା ର ଡ଼ିମିରିକୁଦା ନିକଟ ଆଦର୍ଶ ବିଦ୍ୟାଳୟ ନିକଟରେ ଅଜଣା ଗାଡି ଧକ୍କାରେ ମା’ ଓ ପୁଅ ଙ୍କ ମୃତ୍ୟୁ...

ବାରମ୍ବାର ଧରା ପ୍ସଫିଲେ ଷ୍ଟଲକୁ ନାଁ

ବାରମ୍ବାର ଧରାପଡ଼ିଲେ ଷ୍ଟଲ୍‌କୁ ନା -ବାଲିଯାତ୍ରା ପଡ଼ିଆରେ ଫୁଡ୍ ସେଫ୍ଟିର ରେଡ୍ ପରେ ଆକ୍ସନ୍‌ -ଫୁଡ୍ ସେଫ୍ଟିର ରେଡ୍‌କୁ ନେଇ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା -'ବାରମ୍ବାର...

ପରୀକ୍ଷା ଦ୍ଵନ୍ଦ

✍️ପରୀକ୍ଷା ଦ୍ବନ୍ଦ୍ବ: ଗୋଟିଏ ସମୟରେ ୨ ପରୀକ୍ଷା-ପୁଣି ପରୀକ୍ଷା ଦ୍ବନ୍ଦ୍ବ: କାଲି ଗୋଟିଏ ଦିନରେ ଗୋଟିଏ ସମୟରେ ୨ଟି ପରୀକ୍ଷା-OPSC ପକ୍ଷରୁ ଆସନ୍ତାକାଲି ରହିଛି ASO ଲିଖିତ...

ଭୁବନେଶ୍ୱରରେ ନିତିନ ଗଡ଼କରୀ

-ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ନିତିନ ଗଡ଼କରୀ-୮୪ତମ ରୋଡ୍ କଂଗ୍ରେସ ସମାବେଶର ଉଦ୍‌ଘାଟନ କରିବେ ନିତିନ-ସିଏମ୍‌ ମୋହନ ମାଝୀଙ୍କ ସହ ଆଇନ ମନ୍ତ୍ରୀ ଓ ସଚିବ ଉଷା ପାଢ଼ୀ...

SI_ସ୍କାମ୍‌: #ଶଙ୍କରରହେବଲାଏଡିଟେକ୍ସନ୍‌ଟେଷ୍ଟ୍‌

-SI ସ୍କାମ୍‌: ଅଭିଯୁକ୍ତ ଶଙ୍କର ପୃଷ୍ଟିର ହେବ ଲାଏ ଡିଟେକ୍‌ସନ୍‌ ଟେଷ୍ଟ୍‌-ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକର ବି ହେବ ଲାଏ ଡିଟେକ୍ସନ୍‌ ଟେଷ୍ଟ୍‌-ତଦନ୍ତରେ ସହଯୋଗ କରୁନଥିବାରୁ...

ନବୀନଙ୍କ ହେଲିକପ୍ଟରକୁ କ୍ଲିଅରାନ୍ସ ଦେବାରେ ବିଳମ୍ବ ଅଭିଯୋଗ

ନବୀନଙ୍କଫ୍ଲାଇଟ୍ପ୍ଲାନ୍ଦାଖଲହୋଇନଥିଲା -ନବୀନଙ୍କ ହେଲିକପ୍ଟରକୁ କ୍ଲିଅରାନ୍ସ ଦେବାରେ ବିଳମ୍ବ ଅଭିଯୋଗ ଘଟଣା-ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ପ୍ରତିକ୍ରିୟା-'ନବୀନଙ୍କ ଫ୍ଲାଇଟ୍ ଅପରେଟର ଫ୍ଲାଇଟ୍ ପ୍ଲାନ୍ ସବ୍‌ମିଟ୍ କରି...

ବସରେ ନିଆଁ

ପଟ୍ଟାଙ୍ଗି ବ୍ଲକ ସାଲୁର ଘାଟିରେ ଅଘଟଣନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀନିଆଁ ଦେଖି ବସ୍‌ରୁ ଓହ୍ଲାଇପଡ଼ିଲେ ଯାତ୍ରୀବିଶାଖାପାଟଣାରୁ ଜୟପୁରକୁ ଆସୁଥିଲା ବସ୍‌

୨ ଗୋଷ୍ଠୀ ସଂଘର୍ଷ ୫ ଗୁରୁତର

-କେ.ନୂଆଗାଁ ଥାନା ସହଦେବ ଟିକରପଡ଼ାରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ-୨ ଜଣ ଦିଗପହଣ୍ଡି ଓ ୩ ଗୁରୁତରଙ୍କୁ ବ୍ରହ୍ମପୁର MKCG ସ୍ଥାନାନ୍ତର-ରଘୁନାଥମନ୍ଦିରରେ ନାମ ଯଜ୍ଞ ସଂକୀର୍ତ୍ତନ ଚାଲିଥିବା...

Page 35 of 60 1 34 35 36 60

Recent News