OD Times

OD Times

ଏସଆଇ କେଳେଙ୍କାରୀ ସିବିଆଇ କୋଟରେ ରୁଜୁ ହେବମାମଲା

ଏସାଇ କେଳେଙ୍କାରୀ: ମାମଲା ଭୁବନେଶ୍ବର ସ୍ଥାନାନ୍ତର-ପୋଲିସ ଏସ୍‌ଆଇ ଚାକିରି କେଳେଙ୍କାରୀ ମାମଲା-ବ୍ରହ୍ମପୁର ଭିଜିଲାନ୍ସ କୋର୍ଟରୁ ସିବିଆଇକୁ ଦିଆଗଲା ସମସ୍ତ ଡକ୍ୟୁମେଣ୍ଟ.-ଏଣିକି ଭୁବନେଶ୍ବର ସିବିଆଇ କୋର୍ଟରେ ଚାଲିବ ମାମଲା

ବଢୁଛି ଶିଳ୍ପାୟନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ସୁନ୍ଦରଗଡ଼ରେ ଏନ୍‌ଟିପିସି ସେଲ୍‌ ପାୱର କମ୍ପାନି ପକ୍ଷରୁ ୭୧୦.୨୭ କୋଟି...

୭୨୯୩ନିଯୁକ୍ତିପତ୍ରବାଣ୍ଟିଲେମୁଖ୍ୟମନ୍ତ୍ରୀ

-ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ-୧୧ଟି ବିଭାଗର ୭୨୯୩ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ-ଗୃହ ବିଭାଗ ପାଇଁ ମଧ୍ୟ ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ...

୨୭ପର୍ଯ୍ୟନ୍ତବଢ଼ିଲାOTETଆବେଦନ

୨୭ପର୍ଯ୍ୟନ୍ତବଢ଼ିଲାOTETଆବେଦନ -OTET-୨୦୨୫ ଆବେଦନ ଅବଧି ଆସନ୍ତା ୨୭ ପର୍ଯ୍ୟନ୍ତ ବଢ଼ିଲା-ପିଲାମାନଙ୍କ ଅନୁରୋଧ ଅନୁସାରେ ଅବଧି ବଢ଼ିବା ସୂଚନା-ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ସୂଚନା ଜାରି

ଅମଲାତନ୍ତ୍ରକୁରାଜସ୍ବମନ୍ତ୍ରୀଙ୍କକଡ଼ାତାଗିଦ

-ଲୋକଙ୍କ ସେବକ ହେଇ କାମ କରିବାକୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ-ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଡ଼ା ତାଗିଦ୍-ଜିଲ୍ଲାସ୍ତରରେ ସମାଧାନ ହେବା ଭଳି ଅଭିଯୋଗକୁ...

ସିଟି ଛାତ୍ରୀ ମୃତ

କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ପଥୁରିପଡ଼ା ଗ୍ରାମର ଚିନ୍ତାମଣି ଦାସଙ୍କ ଝିଅ ୧୯ ବର୍ଷ ବୟସ୍କା ସୁଭସ୍ମିତା ଦାସ, ନୟାଗଡ଼ର ରାଜସୁନାଖଳାରେ ପ୍ରଥମ ବର୍ଷର ସିଟି...

ଏଣିକି ଆବାସିକ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି : ବଡ଼ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ

ମାଗଣାରେ ମିଳିବ ବାଲି। ସରକାରଙ୍କ ବିଭିନ୍ନ ଗୃହ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି । ଏନେଇ ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ...

Page 31 of 60 1 30 31 32 60

Recent News