OD Times

OD Times

ନୀତିନ ନବୀନ ହେଲେ ବିଜେପି ନୂଆ କାର୍ଯ୍ୟକାରୀ ସଭାପତି

ନୂଆ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କଲା ବିଜେପିନୀତିନ ନବୀନ ହେଲେ ବିଜେପି ନୂଆ କାର୍ଯ୍ୟକାରୀ ସଭାପତିବିଜେପି ସଂସଦୀୟ ବୋର୍ଡରେ ନୀତିନ ନବୀନଙ୍କ ନାଁରେ ମୋହରବିହାର ସରକାରରେ...

ଜବରଦଖଲମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ରାଜସ୍ବ ବିଭାଗ

ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ରାଜସ୍ବ ବିଭାଗ । ଯେଉଁ କରିବାକୁ ଅଣ୍ଟା ଭିଡ଼ିଛି ରାଜସ୍ବ ବିଭାଗ । ଯେଉଁ ପ୍ରଭାବଶାଳୀ ବା ପ୍ରତିପତ୍ତି ସମ୍ପନ୍ନ...

ବାର୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ବର ସତ୍ୟବିହାର ସ୍ଥିତ ବାର୍‌ରେ ଅଗ୍ନିକାଣ୍ଡ।କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂନିଆଁଲିଭା କାର୍ଯ୍ୟରେ ୨ଟି ଅଗ୍ନିଶମ ଗାଡ଼ି ନିୟୋଜିତ।

ଜନଗଣନା ପାଇଁ ୧୧୭୧୮ କୋଟି

ଜନଗଣନା ପାଇଁ ୧୧୭୧୮ କୋଟି-୨୦୨୭ ଜନଗଣନା ପାଇଁ ୧୧,୭୧୮.୨୪ କୋଟିର ବଜେଟ୍.-୧୧,୭୧୮.୨୪ କୋଟିର ବଜେଟ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ-ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ-ଦେଶରେ...

ଶିଶୁ ସେବିକା ନିଯୁକ୍ତି ପାଇଁ ପ୍ରଦତ୍ତ ହେଲା ନିର୍ଦ୍ଦେଶନାମା

ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ଚାଲୁଥିବା ଶିଶୁ ବାଟିକା କ୍ରମକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଶିଶୁ ସେବିକାଙ୍କୁ ସରକାରୀ ସ୍କୁଲରେ ନିଯୁକ୍ତ କରିବାକୁ ପୁନର୍ବାର...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଗକୁ ଓଡ଼ିଶାର ବିଭିନ୍ନ ଇକୋ-ରିଟ୍ରିଟ୍ ସ୍ଥାନରେ ରାଜ୍ୟ କ୍ୟାବିନେଟ ବୈଠକ ଓ ମନ୍ତ୍ରୀ ମଣ୍ଡଳ ବୈଠକ ହେବ ଓଡ଼ିଶା ଇକୋ-ରିଟ୍ରିଟ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ...

ଔଷଧ ଦୋକାନରୁ ବାହାରିଲା ମଦ

-ଭଦ୍ରକ: ବାଇପାସ୍ ଛକରେ ଥିବା ଔଷଧ ଦୋକାନରୁ ବାହାରିଲା ମଦ ବୋତଲ-ଟାଉନ୍ ପୋଲିସ ସହାୟତାରେ ଯାଞ୍ଚ ବେଳେ ଧରିଲେ ଡ୍ରଗ୍ସ ଇନ୍ସପେକ୍ଟର-ପୂର୍ବରୁ ଔଷଧ ଦୋକାନୀଙ୍କ ବିରୋଧରେ ମଦ...

Page 26 of 61 1 25 26 27 61
  • Trending
  • Comments
  • Latest

Recent News