OD Times

OD Times

ଅତିଥି ଶିକ୍ଷକ ନିଯୁକ୍ତି ସରକାରଙ୍କୁ ନୋଟିସ୍‌

*👉ଅତିଥି_ଶିକ୍ଷକ_ନିଯୁକ୍ତି: #ସରକାରଙ୍କୁ_ନୋଟିସ୍‌*-ବିଭିନ୍ନ ସ୍କୁଲ୍‌ରେ ଅତିଥି ଶିକ୍ଷକ ନିଯୁକ୍ତି ମାମଲା-ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍‌-ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ଖାଲି ପଦବୀ ସମ୍ପର୍କରେ ତଥ୍ୟ ଲୋଡ଼ିଲେ-ଯୋଗ୍ୟ ହୋଇ ମଧ୍ୟ...

ଶ୍ରୀମୟୀ ମିଶ୍ର ବିଜେଡିରୁ ସସ୍‌ପେଣ୍ଡକୁ ନେଇ ରାଜନୀତି ସରଗରମ

ଶ୍ରୀମୟୀ_ମିଶ୍ର_ବିଜେଡିରୁ_ସସ୍‌ପେଣ୍ଡ*👉ବିଜେଡିରୁ ଶ୍ରୀମୟୀ ମିଶ୍ର ସସ୍‌ପେଣ୍ଡ୍‌👉ମହିଳା ଶାଖାର ସାଧାରଣ ସମ୍ପାଦିକା ଥିଲେ ଶ୍ରୀମୟୀ👉ସୋସିଆଲ ମିଡିଆରେ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ👉‘ଧୃତରାଷ୍ଟ୍ର’ ଓ ‘ଭଣ୍ଡ ସନ୍ନ୍ୟାସୀ’ ଆଦି ପ୍ରସଙ୍ଗ ଉଠାଇଥିଲେ               *👉ବିଜେଡିରୁ...

ଓଡ଼ିଆରେ ନାମ ଫଳକ ନଲେଖିଲେ ହେବ ମାମଲା

ଓଡ଼ିଆରେ ନାମଫଳକ ନଲେଖିଲେ ହେବ ମାମଲା ।ଓଡ଼ିଆରେ ନାମଫଳକ ଲେଖିନଥିବା ଆଇନ ଖିଲାପକାରୀ ୧୦୦ଟି ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କ ବିରୁଦ୍ଧରେ ରୁଜୁ ହୋଇଛି ମାମଲା। ୧୬୦୬ଟି ପ୍ରତିଷ୍ଠାନରେ...

ଉତେଜନା

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁମୃତ୍ୟୁରୁ ଉତ୍ତେଜନା । ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଶହେରୁ ଅଧିକ ଅଟୋ ଡ୍ରାଇଭର ହସ୍ପିଟାଲ ଘେରାଓ କରିଛନ୍ତି ।...

ନୂଆ ଜିଏସଟି

ଆଜିଠୁନୂଆଜିଏସ୍‌ଟି-ଦେଶରେ ଆଜିଠୁ ନୂଆ ଜିଏସ୍‌ଟି ସଂସ୍କାର ଆରମ୍ଭ-ନବରାତ୍ରିର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭେଟି-ଏଣିକି କେବଳ ୫% ଓ ୧୮% ଟିକସ ବ୍ୟବସ୍ଥା-୧୨% ଓ ୨୮% ଜିଏସ୍‌ଟି...

ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଅଚଳାବସ୍ଥା ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ଗଣମାଧ୍ୟମ ସମୁଖରେ ପ୍ରତିକ୍ରିୟା ରଖିଛନ୍ତି। ଜୟପୁର ବିଧାୟକ କହିଛନ୍ତି, ଗୃହ ଅଚଳାବସ୍ଥା ଥିଲେ ମଧ୍ୟ ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁ ନାହାନ୍ତି। ସହମତିରେ ବିଧାନସଭା ଚାଲିବା ପାଇଁ ରାସ୍ତା ବାହାର କରାଯିବା ଦରକାର। ଆଲୋଚନା କିପରି ଭାବରେ ନ ହେଉ ଉଭୟ ବିଜେଡି ଓ ବିଜେପି ସାଙ୍ଗରେ ମିଶି ଜାଣିଶୁଣି ବିଧାନସଭାକୁ ବନ୍ଦ କରୁଛନ୍ତି। ଗୃହ ଯଦି ଚାଲିବ, ଅନାସ୍ଥା ପ୍ରସ୍ତାବ ଯଦି ଗୃହୀତ ହେବ ତା ହେଲେ ଆଲୋଚନା ପାଇଁ ବାଧ୍ୟ ହେବେ। ବିଜେଡି ଯଦି ସହଯୋଗ କରିବ, ତାହେଲେ ଆଲୋଚନାକୁ ଯିବୁ। ଉଭୟ ବିଜେପି ଏବଂ ବିଜେଡି ଗାତରେ ପଡ଼ି ଯାଇଛନ୍ତି। ପୂର୍ବ ଅଧିବେଶନରେ ମହିଳା ପ୍ରସଙ୍ଗ ଉଠାଇଥିଲୁ। ବିଧାନସଭା କମିଟି ଚାହୁଁ ଥିଲୁ। ସେତେବେଳେ ଘଣ୍ଟ ବଜାଇ ଦାବି କରୁଥିଲୁ। ବାଚସ୍ପତି ଗୃହକୁ ବନ୍ଦ କରୁ ନଥିଲେ। ଏବେ ଗୋଟେ ମିନିଟ ଭିତରେ ବିଧାନସଭାକୁ ବନ୍ଦ କରି ଦେଉଛନ୍ତି। ଶାସକ ଦଳକୁ ବିଜେଡିର ସମ୍ପୂର୍ଣ୍ଣ ସହଯୋଗ ରହୁଛି। ସେଥିପାଇଁ ସେମାନେ ବିଧାନସଭା ବନ୍ଦ କରି ଦେଉଛନ୍ତି । ୨୦୨୫ ସେପ୍ଟେମ୍ବର ୧୮ ତାରିଖ ଠାରୁ ଆରମ୍ଭ ବିଧାନସଭାର ମୌସୁମୀ ଅଧିବେଶନ ହୋଇଛି। ଶୁକ୍ରବାର ଦିନ ପୂର୍ବହ୍ନରେ ମାତ୍ର ୪ ମିନିଟ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିଥିଲା। ସାର ପ୍ରସଙ୍ଗରେ ବିଜେଡି ନେତାମାନେ ହୋହାଲ୍ଲା କରିବାରୁ ବାଚସ୍ପତି ଶ୍ରୀମତୀ ପାଢ଼ୀ ଅପରାହ୍‌ଣ ୪ଟା ଯାଏଁ ଗୃହକୁ ମୁଲତବି ରଖିଥିଲେ। ଅପରାହ୍‌ଣ ୪ଟାରେ ଗୃହ ଯେତେବେଳେ ଆରମ୍ଭ ହେଲା ମାତ୍ର ୪ମିନିଟ ପରେ ପୁଣି ବିରୋଧୀ ଦଳର ବିଧାୟକମାନେ ହଙ୍ଗାମା କରିଥିଲେ। ଫଳରେ ଗୃହକୁ ବାଚସ୍ପତି ଶନିବାର ସକାଳ ୧୦ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ଆଜି ବିଧାନସଭାର ଗୃହ କାର୍ଯ୍ୟ ମାତ୍ର କେଇଁ ମିନିଟ ପାଇଁ ଚାଲିଥିଲା। ବିରୋଧୀଙ୍କ ହଙ୍ଗାମା କାରଣରରୁ ଗୃହକାର୍ଯ୍ୟ ସୂଚାରୁ ରୂପେ ଚାଲି ପାରି ନଥିଲା। ଶୁକ୍ରବାର ୮ମିନିଟ ଗୃହ କାର୍ଯ୍ୟ ଚାଲିଥିଲା ବେଳେ ଏହା ଶନିବାର ୧୫ମିନିଟ ଧରି ଚାଲିଛି।

ସୁପର ସନ୍‌ଡେରେ ହାଇଭୋଲଟେଜ୍ ମୁକାବିଲା : ଚଳିତ ଏସିଆ କପରେ ପୁଣି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ

ସୁପର ସନ୍‌ଡେରେ ହାଇଭୋଲଟେଜ୍ ମୁକାବିଲା । ଚଳିତ ଏସିଆ କପରେ ପୁଣିଥରେ ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ବନ୍ଦି ଭାରତ ଓ ପାକିସ୍ତାନ । ସୁପର-୪ ଲଢ଼େଇରେ ଆଜି...

ସାର ଅଭାବ ସମ୍ପର୍କରେ ବିଜେଡି ବିଧାୟକ ରାଜ୍ୟପାଳଙ୍କୁ ଭେଟିଲ

ସାର ସଂକଟ: ରାଜ୍ୟପାଳଙ୍କୁ ଭେଟିଲେ ବିଜେଡି ବିଧାୟକରାଜ୍ୟରେ ସାର ସମସ୍ୟାକୁ ନେଇ ବିଜୁ ଜନତା ଦଳ (ବିଜେଡି)ର ବିଧାୟକମାନେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ରାଜଭବନରେ ଶନିବାର...

Page 22 of 33 1 21 22 23 33

Recent News