OD Times

OD Times

ପଲ୍ୟୁସନ୍ସ ର୍ଟିଫିକେଟ୍ ପ୍ରସଙ୍ଗରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଆନ୍ଦୋଳନ।

ପଲ୍ୟୁସନ୍ ସାର୍ଟିଫିକେଟ୍ ପ୍ରସଙ୍ଗରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଆନ୍ଦୋଳନ।ପଲ୍ୟୁସନ୍ ସାର୍ଟିଫିକେଟ୍ ନାହିଁ ତ ତେଲ ନାହିଁ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରାଯାଉ।ସରକାରଙ୍କ ତୋଗଲକି...

ଏପ୍ରିଲରୁ ଓଡ଼ିଶାରେଜନଗଣନା।

ଏପ୍ରିଲରୁ ଓଡ଼ିଶା ରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା।ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣଙ୍କ ସୂଚନା ।ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ପରେ ସୂଚନା।୨୦୨୭...

ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଶାସ୍ତି ଉଲଗ୍ନ ଭିଡିଓ ଭାଇରାଲ

ନାବାଳିକାଙ୍କୁ ପ୍ରେମ ପାଇଁ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଶାସ୍ତି ଉଲଗ୍ନ ଭିଡିଓ ଭାଇରାଲ ହୋଇଛି। ଯୁବକଙ୍କୁ ଉଲଗ୍ନ କରି ମାଡ଼ମାରି ରକ୍ତାକ୍ତ କରିବା ପରେ ଦଉଡ଼ିରେ ହାତ...

ଲାଞ୍ଚ ନେଇ ଧରାପଡ଼ିଲେ ଫରେଷ୍ଟର

ଟିଟିଲାଗଡ଼: ୧୦ ହଜାର ଲାଞ୍ଚ ନେଇ *ଧରାପଡ଼ିଲେ ଫରେଷ୍ଟରଫରେଷ୍ଟର ଅଶୋକ ନାଏକଙ୍କୁ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସମୁରିବାହାଲ ରେଞ୍ଜ ଗୁଲ୍‌ମୀ ଫରେଷ୍ଟର ଅଶୋକ ନାଏକ ଗିରଫ

କାର୍ଯ୍ୟରେ ଯୋଗ ଦିଅନ୍ତୁ ଡାକ୍ତର: ସ୍ବାସ୍ଥ୍ୟମନ୍ତ୍ରୀ

- ଓପିଡି ସେବା ବନ୍ଦ ପ୍ରସଙ୍ଗରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା- ପୂର୍ବ ସରକାର ସମୟରୁ ଡାକ୍ତରଙ୍କ ଦାବି ରହିଆସିଛି: ମନ୍ତ୍ରୀ- ‘ଆମ ସରକାର ସମାଧାନ ପାଇଁ କମିଟି ଗଠନ...

ଚିଲିକାରୁ କଟକଣା ହଟିଲା

-କୃଷ୍ଣପ୍ରସାଦ: ୪ ଦିନ ପରେ ଚିଲିକାରୁ ହଟିଲା କଟକଣା-ଲୋକଙ୍କର ଅସୁବିଧାକୁ ଦୃଷ୍ଟିରେ ରଖି କଟକଣା କୋହଳ କଲା ପ୍ରଶାସନ-କୁହୁଡ଼ିକୁ ଦେଖି ଡଙ୍ଗା ଓ ଭସାପୋଲ ଚଳାଚଳକୁ ସ୍ୱାଭାବିକ...

ସୃଷ୍ଟି ହେଲା ଲଘୁଚାପ

-ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ-୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ସମ୍ଭାବନା-ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ଭାରତ ମହାସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି-ଆଗାମୀ ୨୪ ଘଣ୍ଟା...

Page 19 of 61 1 18 19 20 61
  • Trending
  • Comments
  • Latest

Recent News