India Main News Odisha odissa 

CJP ମୁଖ୍ୟ ଅଭିଜିତଙ୍କ ପ୍ରତିକ୍ରିୟା: “ଗୋଟିଏ ଦାବି ପୂରଣ, ଆଉ ୨ଟି ବାକି”

ମୁଖ୍ୟ କଥା:

“ଆମର ଆଉ ଦୁଇଟି ଦାବି ସରକାରଙ୍କୁ ପୂରଣ କରିବାକୁ ହେବ” ଦାବି – 1: ଆତ୍ମହତ୍ୟା କରିଥିବା ଶିକ୍ଷାର୍ଥୀଙ୍କ ପରିବାରକୁ ୧ କୋଟି ଲେଖାଏଁ ସହାୟତା ଦାବି – 2: ଜୁଲାଇ ୨୦ରେ ମାଡ଼ ମାରିଥିବା ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ସେ କହିଛନ୍ତି, ଯେତେବେଳେ ପର୍ଯ୍ୟନ୍ତ ଏହି ୨ଟି ଦାବି ପୂରଣ ହେବ ନାହିଁ, ଆନ୍ଦୋଳନ ଜାରି ରହିବ।

“ଗଣତନ୍ତ୍ରରେ କାହାକୁ ଡରିବାର ନାହିଁ, ସ୍ବର ଉଠିଲେ ସମସ୍ତେ ଲାଇନ୍‌ରେ ରହିବେ”
ଅଭିଜିତ କହିଛନ୍ତି ଯେ ଛାତ୍ରଶକ୍ତିର ଚାପରେ ସରକାର ନଇଁଛନ୍ତି।

“ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ଆମର ଗୋଟିଏ ଦାବି ପୂରଣ ହୋଇଛି”
ଭୁଲ ପାଠ୍ୟପୁସ୍ତକ ଓ ଶିକ୍ଷା ବ୍ୟବସ୍ଥା ପାଇଁ ଦାୟୀ ମନ୍ତ୍ରୀଙ୍କ ଇସ୍ତଫାକୁ ସେ ଛାତ୍ରଙ୍କ ପ୍ରଥମ ବିଜୟ ବୋଲି କହିଛନ୍ତି।

Related posts

Leave a Comment