Education India Odisha Odisha News 

ପେପର ଲିକ୍ କରୁଥିବା ମାଫିଆଙ୍କ ପାଇଁ ଖରାପ ଖବର!

କ୍ୟାବିନେଟ ନେଲା ଐତିହାସିକ ନିଷ୍ପତ୍ତି। ଏବେ ପେପର ଲିକ୍ କଲେ ୧୦ ବର୍ଷ ଜେଲ୍ ଓ ୧୦ କୋଟି ଟଙ୍କା ଜରିମାନା।
ସଂଶୋଧିତ ବିଲ୍ କୁ ମିଳିଲା ମଞ୍ଜୁରୀ। ଦୋଷୀଙ୍କ ପାଇଁ ଜେଲ୍ ଦଣ୍ଡ ୩ ବର୍ଷରୁ ବଢି ୫ ବର୍ଷ ହେଲା।
ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍। ପ୍ରଧାନମନ୍ତ୍ରୀ ମୋଦି ତ୍ୱରିତ ପାରିତ ଲାଗି କଲେ ଅପିଲ୍।

ଟିକର୍:

  • ପେପର ଲିକ୍ ରେ କଡ଼ା ପ୍ରହାର – ୧୦ ବର୍ଷ ଜେଲ୍
  • କ୍ୟାବିନେଟର ବଡ଼ ନିଷ୍ପତ୍ତି – ୧୦ କୋଟି ଜରିମାନା
  • ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

Related posts

Leave a Comment