
*⭕
-କଟକର କିଛି ଅଞ୍ଚଳରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଘୋଷଣା କଲେ ସିପି
-ପୋଲିସ କମିଶନର ଏସ୍. ଦେବଦତ୍ତ ସିଂଙ୍କ ସୂଚନା
-ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ
-ଆଜି ରାତି ୧୦ଟାରୁ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ
-ମଙ୍ଗଳାବାଗ୍, କ୍ୟାଣ୍ଟନ୍ମେଣ୍ଟ, ପୁରୀଘାଟ, ଲାଲ୍ବାଗ୍, ବିଡ଼ାନାସୀ ଅଞ୍ଚଳରେ କର୍ଫ୍ୟୁ
-ମର୍କତନଗର, CDA ଫେଜ୍-୨, ମାଲ୍ଗୋଦାମ, ବାଦାମବାଡ଼ି ଅଞ୍ଚଳରେ କର୍ଫ୍ୟୁ
-ଜଗତପୁର, ବୟାଳିଶ ମୌଜା, ସଦର ଥାନା ଅଞ୍ଚଳରେ ବି କର୍ଫ୍ୟୁ
-‘ସରକାରୀ ଅଫିସ୍ ଖୋଲା ରହିବ, ଜରୁରୀ ସେବା ଓ ସ୍କୁଲ୍କୁ ବାଦ ଦିଆଯାଇଛି’
-‘ଉପଦ୍ରବକାରୀଙ୍କୁ ବରଦାସ୍ତ କରାଯିବନି, କଠୋର ପଦକ୍ଷେପ ନିଆଯିବ’
-ଉପଦ୍ରବ କଲା ମାତ୍ରେ ବଳ ପ୍ରୟୋଗ କରାଯିବ- ସିପି