ନିୟମ ଭାଙ୍ଗିଲେ ଆଉ ନିସ୍ତାର ନାହିଁ… ଏଣିକି ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ କଲେ ରଦ୍ଦ ହେବ ଲାଇସେନ୍ସ ଟିଟିଲାଗଡ଼ ମାରଲାଡ ଦୁର୍ଘଟଣା ପରେ ରାଜ୍ୟରେ ସ୍ପେଶାଲ ଡ୍ରାଇଭ ବଲାଙ୍ଗୀରରେ ୫ ଗାଡ଼ି ଜବତ ସହ ୫୧ ହଜାର ଫାଇନ, ୫ ଡ୍ରାଇଭରଙ୍କ ଲାଇସେନ୍ସ ରଦ୍ଦ