ଖୋର୍ଦ୍ଧା : ବରୁଣେଇରେ ବାରାହା ଆତଙ୍କ। ଜଣେ ପୋଲିସ କର୍ମଚାରୀ ସମେତ ୨ ଆହତ। ରୋଷେଇ କରୁଥିବା ସମୟରେ ଵାରାହା ଆକ୍ରମଣ କରିଥିବା ସୂଚନା। ଆହତମାନଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି। ଘଟଣାସ୍ଥଳ ରେ ବନବିଭାଗ ପହଞ୍ଚିଥିବା ଜଣାପଡିଛି।