ଭିଜିଲାନ୍ସ ଜାଲରେ ପଡିଲେ ବାଣପୁର ବ୍ଲକ ନୀଳାଦ୍ରୀପ୍ରସାଦ ପଞ୍ଚାୟତର ଅତିରିକ୍ତ ଡାଟା ଏଣ୍ଟ୍ରି ଅପରେଟର ରାକେଶ ସାହୁ । ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ମାର୍କେଟ ରେ ନେଉଥିଲେ ୧୨ ହଜାର ଟଙ୍କା , ଏତିକି ବେଳେ ପୂର୍ବ ଯୋଜନା ମୁତାବକ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଆବାସ ଯୋଜନାରେ ସାମିଲ କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ନେଉଥିଲେ ଲାଞ୍ଚ ।