*ଖୋର୍ଦ୍ଧା: ଆଦର୍ଶ ଥାନା ତରତୁଆ ଅଞ୍ଚଳରୁ ୨୫ଟନ ଗୋ ମାଂସ ଚମଡା ଉଧାର । ତରତୁଆ ଗ୍ରାମ ନିକଟରେ ପୋତା ଯାଇଥିବା ସୂଚନା। ଏନେଇ ଆଦର୍ଶ ଥାନାରେ ବଜ୍ରଗଂ ଦଳ ତରଫରୁ ଏକ ଲିଖିତ ଅଭିଯୋଗ । ଏହି ଘଟଣାରେ ପୋଲିସ ଦୁଇ ଜଣକୁ ଗିରଫ କରିଥିବା ଜଣାପଡ଼ିଛି।