ପାଣିରେ ଭାସିଲା ୫ଶହ ଟଙ୍କିଆ ନୋଟ୍ବାଲେଶ୍ବରରେ ଅଭାବନୀୟ ସ୍ଥିତି । ପାଣିରେ ଭାସିଲା ୫ ଶହ ଟଙ୍କିଆ ନୋଟ୍ ।ପୋଷ୍ଟ ଅଫିସ୍ରେ ଥିବା ଲୋକଙ୍କ ଜମା ଟଙ୍କା ପାଣିରେ ଭାସିଲା। କମ୍ପ୍ୟୁଟର, ପ୍ରିଣ୍ଟର ମେସିନ, ପାସ୍ ବୁକ୍ ମଧ୍ୟରେ ପାଣିରେ ବୁଡ଼ିଲା।