ଖୋର୍ଦ୍ଧା:ଖୋର୍ଦ୍ଧା ଗଡ଼ଚଣ୍ଡୀ ମନ୍ଦିର ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ମାଡି ବସିଲା ଶିଳ୍ପାଞ୍ଚଳ ଥାନା ପୁଲିସ । ବନ୍ଧୁକ, ଖଣ୍ଡା ଭଳି ମାରଣାସ୍ତ୍ର ଜବତ କରି 5 ଜଣଙ୍କୁ ଗିରଫ କଲା ପୁଲିସ ।