୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ ଏସଅଆଇ।

ବାଙ୍କୀ ଥାନା ସୁବର୍ଣ୍ଣପୁର ପୋଲିସ ବିଟ୍ର ଏସାଇ ପ୍ରସନ୍ନ ମାହାଳି ଧରାପଡ଼ିଲେ।

ସିମେଣ୍ଟ ଇଟା ଫ୍ୟାକ୍ଟ୍ରି ପୋଡ଼ି ଘଟଣାରେ ଜଣଙ୍କଠାରୁ ଲାଞ୍ଚ ନେଉଥିଲେ

ଅଫିସ୍ ଭିତରେ ଲାଞ୍ଚ ନେଇଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍

ଧରାପଡ଼ିବା ପରେ ଅଫିସ୍ ସମେତ ପୈତୃକ ଗାଁରେ ଭିଜିଲାନ୍ସ ରେଡ୍