- କଟକ ବଡ଼ ମେଡିକାଲରେ ଅଘଟଣ: ଖସିଲା ଛାତ ସିଲିଂ
- SCB ହେମାଟୋଲୋଜି ବିଭାଗ ପାଇଖାନା ନିକଟରେ ଖସିଲା ସିଲିଂ
- ମଙ୍ଗଳବାର ରାତିରେ ଛାତ ସିଲିଂ ଖସିଥିବା ବେଳେ କ୍ଷୟକ୍ଷତି ହୋଇନି
⭕ 👉ଚଳଚଞ୍ଚଳ_ ପୁରୀ _ ବଡ଼ ଦାଣ୍ଡ _ ରଥଖଳା
ଜୋରସୋର ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ତିନିରଥ ପାଇଁ ତିନୋଟି ତୁମ୍ବ କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ବର୍ଷ ରଥଯାତ୍ରା ସମୟରେ ଯୋଡା ଜ୍ୟେଷ୍ଠ ମାସ ପଡୁଥିବାରୁ ରଥ ନିର୍ମାଣ କାର୍ଯ୍ୟ ପାଇଁ ଅଧିକ ଏକମାସ ସମୟ ମିଳିବ।
⭕ 👉କଳାହାଣ୍ଡିରେସ୍କୁଲ,# କଲେଜ ଛୁଟି_ ଅବଧି _ବୃଦ୍ଧି - କଳାହାଣ୍ଡି ଜିଲ୍ଲାରେ ସ୍କୁଲ୍, କଲେଜ, ଅଙ୍ଗନବାଡି କେନ୍ଦ୍ର ଛୁଟି ଅବଧି ବଢ଼ିଲା
- ୨୨ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଛୁଟି ବୃଦ୍ଧି କଲା ଜିଲ୍ଲା ପ୍ରଶାସନ
- ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ସକାଳ ୭ରୁ ୯ ଯାଏ ଚାଲିବ
⭕👉ପଶାଖେଳକୁ_ ନେଇ _ବୋମାମାଡ଼ - ପିପିଲି: ପଶାଖେଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼
- ବଳଙ୍ଗା ମାଳସାହି ମେଳଣରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା
- ବୋମାମାଡରେ କିଛି କ୍ଷୟକ୍ଷତି ହୋଇନି; ବଳଙ୍ଗା ପୋଲିସର ଛାନଭିନ୍
⭕ 👉ପହଲଗାମ_ ମୃତକଙ୍କୁ _ ବୈଜୟନ୍ତଙ୍କ _ଶ୍ରଦ୍ଧାଞ୍ଜଳି - ପହଲଗାମ ଆକ୍ରମଣର ବର୍ଷପୂର୍ତ୍ତି; ମୃତକଙ୍କୁ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି -ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଶ୍ରଦ୍ଧାଞ୍ଜଳି
- ଆକ୍ରମଣରେ ଯାଇଥିବା ନୀରିହ ଜୀବନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି
- ଠିକ ବର୍ଷେ ପୂର୍ବରୁ ଆମ ଦେଶ ଉପରେ ଭୟାବହ ଆକ୍ରମଣ ହୋଇଥିଲା
- ଏଭଳି ଦୁଃଖ ସମୟରେ ସମଗ୍ର ଦେଶ ମୃତକଙ୍କ ପରିବାର ସହିତ ରହିଛି
- ସୀମାପାର ଆତଙ୍କବାଦକୁ ବରଦାସ୍ତ କରାଯିବନି ଓ କଡା ଜବାବ ଦିଆଯିବ
⭕ 👉ଏବେନିସ୍ତାରନାହିଁ_ ଆହୁରି_ଜାଳିବ…
ରାଜ୍ୟରେ ଉପରମୁହାଁ ପାରଦ। ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ୪୦ ଡିଗ୍ରୀ ଉପରେ ଗତକାଲି ୧୮ ସହରର ପାରଦ ଥିବାବେଳେ ଝାରସୁଗୁଡ଼ାରେ ଥିଲା ସର୍ବାଧିକ ୪୩ ଡିଗ୍ରୀ ।




