-ସାଇବର ପୋଲିସ କବଜାରେ ଆରଟିଓ ଚାଲାଣ ନାଁରେ ଠକୁଥିବା ଗ୍ୟାଙ୍ଗ-୭ ଲକ୍ଷ ଠକେଇ ଅଭିଯୋଗରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ-ଝାଡ଼ଖଣ୍ଡରୁ ୨ ଓ ହାଇଦ୍ରାବାଦ ସାଙ୍ଗାରେଡ୍ଡୀରୁ ୨ ଗିରଫ-ଚାଲାଣ କଟିଛି କହି ମୋବାଇଲ୍ ନମ୍ବରକୁ ଲିଙ୍କ୍ ପଠାଉଥିଲେ-ଲିଙ୍କ୍ କ୍ଲିକ୍ କଲେ ଆକାଉଣ୍ଟରୁ ଟଙ୍କା ମୂଳପୋଛ କରୁଥିଲେ