-ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ବିଜେପିକୁ ସପ୍ତଗିରି ଉଲ୍ଲାକାଙ୍କ ଟାର୍ଗେଟ୍
-‘୨୦୨୩ରେ ବିଲ୍ ପାରିତ ହୋଇଥିଲେ ବି କାହିଁକି କାର୍ଯ୍ୟକାରୀ କଲେନି’
-ତାହା ଅର୍ଥ ମହିଳାଙ୍କ ପ୍ରତି ସମ୍ମାନ ନାହିଁ- ସପ୍ତଗିରି ଉଲ୍ଲାକା
-‘ମହିଳା ବିଲ୍ ନାଁରେ ସୀମା ପୁନଃ ନିର୍ଦ୍ଧାରଣ ଥିଲା ଅସଲ ଉଦ୍ଦେଶ୍ୟ’
-‘କିଛି ରାଜ୍ୟରେ ନିର୍ବାଚନ ଚାଲୁଥିବା ବେଳେ ଏହା ବିଜେପିର ଏକ ଚାଲ୍’
-‘ମହିଳାଙ୍କୁ ମିଛ କହୁଛନ୍ତି ମୋଦି ସରକାର, ତାଙ୍କ ଚାଲ୍କୁ ଲୋକେ ବୁଝିସାରିଛନ୍ତି’
-‘ବିଜେପି ଗାଁକୁ ଯାଇ ଲୋକଙ୍କୁ ବୁଝାଇଲେ ଆମେ ବି କାଉଣ୍ଟର କରିବୁ’





