ଶହେଫୁଟ୍ ତଳକୁଖସିଲା ବସ୍ ୧୬_ମୃତ -ଜମ୍ମୁ କାଶ୍ମୀରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୧୬ ମୃତ-ରାମନଗର-ଉଧମପୁର NHରେ ଶହେ ଫୁଟ୍ ତଳକୁ ଖସିଲା ବସ୍-ଦୁର୍ଘଟଣାରେ ଆଉ ୧୬ ଆହତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି