
-ଇଣ୍ଡି ମେଣ୍ଟ ସଦସ୍ୟ ମହିଳା ଆକ୍ରୋଶର ଶିକାର ହେବେ କହିଲେ ତୋମାର
-ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାରଙ୍କ ପ୍ରତିକ୍ରିୟା
-‘ମହିଳାଙ୍କୁ ଅପମାନ କରିଛି ଇଣ୍ଡି ମେଣ୍ଟ, ମହିଳା ଆକ୍ରୋଶିତ ଅଛନ୍ତି’
-‘ରାଜ୍ୟସ୍ତରରେ ବଡ଼ ଆନ୍ଦୋଳନ ଓ ରାଲି ହେବ, ଗାଁକୁ ଯିବ ଆନ୍ଦୋଳନ’
-‘ମହିଳା ମହାବିଦ୍ୟାଳୟ, ମହିଳା ବିଶ୍ବବିଦ୍ୟାଳୟ ସବୁଠି ଆନ୍ଦୋଳନ ହେବ’
-‘ଇଣ୍ଡି ମେଣ୍ଟର ନେତାଙ୍କୁ କଳା ପତାକା ଦେଖାଯିବ, ସବୁ ଜାଗାରେ ବିରୋଧ ହେବ’




