- ରାଜ୍ୟର ବିଭିନ୍ନ ସହର ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ
- ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନିର୍ଦ୍ଦେଶନାମା
- ସମସ୍ତ ଜିଲ୍ଲାପାଳ, ଏସ୍ପି ଓ ପୌର କମିଶନରଙ୍କୁ ସ୍ୱତନ୍ତ୍ର ଚିଠି
- ଟ୍ରାଫିକ୍ ଛକ, ବସ୍ଷ୍ଟାଣ୍ଡ ଓ ସର୍ବସାଧାରଣ ସ୍ଥାନରେ ଶିଶୁ ଭିକ୍ଷାବୃତ୍ତି ବନ୍ଦ
- ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ ହେବ ‘ଜିଲ୍ଲା ଟାସ୍କ ଫୋର୍ସ’
- ଭିକ୍ଷାବୃତ୍ତିରେ ନିୟୋଜିତ ଶିଶୁଙ୍କୁ ଉଦ୍ଧାର ପରେ ଥଇଥାନ କରାଯିବ
- ଶିଶୁ ମଙ୍ଗଳ କମିଟିରେ ହାଜର ପରେ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯିବ
- ମାଗଣା ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କାଉନସେଲିଂ ପ୍ରଦାନ କରାଯିବ
- ଭିକ୍ଷାବୃତ୍ତିରେ ନିୟୋଜନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ 🎗️ଆର ପି ନାୟକ@ଜଟଣୀ🎗️





