ଭୁବନେଶ୍ୱର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଇମେଲ୍ ଯୋଗେ କେହି ଦୁର୍ବୃତ୍ତ ଦେଇଛି ଧମକ ସନ୍ଧାନୀ କୁକୁର ଓ ବମ୍ ସ୍କ୍ୱାର୍ଡର ଖାନତଲାସୀ ଘଟଣାସ୍ଥଳରେ ବଡ଼ଗଡ଼ ଥାନା ପୋଲିସ ସମେତ ବରିଷ୍ଠ ଅଧିକାରୀ