🏏
🥎ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଟି ଟ୍ବେଣ୍ଟି ବିଶ୍ବକପ ଚାଂପିଅନ୍
🏀ଫାଇନାଲରେ ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ
🏏୨୫୬ ରନର ପିଛା କରି ନ୍ୟୁଜିଲାଣ୍ଡ ୧୫୯ ରନରେ ଅଲଆଉଟ
🥎ଯଶପ୍ରୀତ ବୁମରାଙ୍କୁ ୪ ଓ ଅକ୍ଷର ପଟେଲଙ୍କୁ ୩ଟି ସଫଳତା
🏀ସର୍ବାଧିକ ତୃତୀୟ ଥର ପାଇଁ ଭାରତ ଟି ଟ୍ବେଣ୍ଟି ବିଶ୍ବକପ ଚାଂପିଅନ୍
🏏ପ୍ରଥମ ଦଳ ଭାବେ ଲଗାତାର ଟି ୨୦ ବିଶ୍ବକପ ଟାଇଟଲ ହାସଲ କଲା