କୁଚିଣ୍ଡା: ସଶସ୍ତ୍ର ଡକାୟତି; ଦମ୍ପତ୍ତିଙ୍କୁ ହାଣି ଲୁଟିନେଲେ ୧୫ ଭରି ସୁନା , ୭ଲକ୍ଷ ଟଙ୍କା ଲଇକେରା ଥାନା ତାଲମୁଣ୍ଡାରେ ଘରେ ପଶି ଲୁଟିନେଲେ ଗୁରୁତର ଦମ୍ପତ୍ତି ହସ୍ପିଟାଲରେ ଭର୍ତ୍ତିଆର ପି ନାୟକ@