

ପିଏନ କଲେଜ ପୁରାତନ ଛାତ୍ରୀଛାତ୍ରଙ୍କ ବନ୍ଧୁ ମିଳନ। ଏକାଠି ହୋଇଥିଲେ ୪୦ ରୁ ଉର୍ଦ୍ଧ ସହପାଠୀ ନୟାଗଡ଼ ସଦର ମହକୁମାରେ ରବିବାର । ଖୋର୍ଧା ଜିଲା ବୋଲଗଡ଼ ବ୍ଲକ ବୋଲଗଡ଼ ପିଏନ କଲେଜର ୧୯୯୩ ରୁ ୯୬ ର ଯୁକ୍ତ ୩ ବିଜ୍ଞାନ ବ୍ୟାଚ ସହପାଠୀ ପ୍ରସାନ୍ତ ସାହୁ, ଅଖିଳ ମହାପାତ୍ର, କୃଷ୍ଣ ନନ୍ଦ, ଗୀତା କର, ଅହଲ୍ୟା ଦଳେଇ, ସୂର୍ଯ୍ୟ ସାହୁ, ପ୍ରଭାତ କୋଦମାସିଂହ ଓ ହୃଷୀ ପାତ୍ର ପ୍ରମୁଖ। କଲେଜ ଛାଡିବାର ୨୯ ତମ ବର୍ଷରେ ଏକାଠି ହୋଇ ବାଣ୍ଟିଛନ୍ତି ସୁଖ ଓ ଦୁଃଖ।ବାଣ୍ଟି ଛନ୍ତି ସ୍ମୃତି।




