📍T_20_ବିଶ୍ବକପ୍ରୁବାଂଲାଦେଶଆଉଟ୍-T20 ବିଶ୍ବକପ୍ରୁ ବିଧିବଦ୍ଧ ଭାବେ ବାଂଲାଦେଶ ଆଉଟ୍-ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡକୁ ସାମିଲ କଲା ICC-ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଜିଦ୍ରେ ଅଟଳ ରହିବାରୁ କାର୍ଯ୍ୟାନୁଷ୍ଠାନ-ଫେବ୍ରୁଆରୀ ୭ରୁ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ T20 ବିଶ୍ବକପ୍