
-ନରସିଂହପୁର: ମଣିଷ ସହ ଲଢ଼େଇରେ କଲରାପତରିଆ ବାଘର ମୃତ୍ୟୁ
-ପଶ୍ଚିମ ବନାଞ୍ଚଳ ଅନନ୍ତପ୍ରସାଦ ଗାଁରେ କଲରାପତରିଆ ବାଘର ମୃତ୍ୟୁ
- ପ୍ରଥମେ ଫାର୍ମ ହାଉସ୍କୁ ପଶି ଆସିଥିଲା କଲରାପତରିଆ ବାଘ
-ଉପସ୍ଥିତ ଯୁବକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା କଲରାପତରିଆ
-ଜୀବନ ବଞ୍ଚାଇବାକୁ ବାଘ ସହ ସଂଘର୍ଷ କରିଥିଲେ ଯୁବକ
-କିଛି ସମୟର ସଂଘର୍ଷ ପରେ ଛୁରାମାଡ଼ରେ ବାଘର ମୃତ୍ୟୁ
-ବାଘ ଆକ୍ରମଣରେ ଗୁରୁତର ଯୁବକ କଟକ ସ୍ଥାନାନ୍ତର




