-ଆଜି ରାତିରୁ ରାଜ୍ୟରେ ତାପମାତ୍ରାରେ ଵୃଦ୍ଧି ସମ୍ଭାବନା-ସକ୍ରିୟ ଗଭୀର ଅବପାତରେ ଉପର ବାଦଲ ଆଚ୍ଛାଦିତ-ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ଵୃଦ୍ଧି ହେତୁ ବଢ଼ିବ ତାପମାତ୍ରା-ଫଳରେ ଆଜି ରାତିରୁ ତାପମାତ୍ରା ଵୃଦ୍ଧି ସହ ଶୀତ ସାମାନ୍ୟ କମିବା ଆରମ୍ଭ କରିଛି।