
– ଓପିଡି ସେବା ବନ୍ଦ ପ୍ରସଙ୍ଗରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା
– ପୂର୍ବ ସରକାର ସମୟରୁ ଡାକ୍ତରଙ୍କ ଦାବି ରହିଆସିଛି: ମନ୍ତ୍ରୀ
– ‘ଆମ ସରକାର ସମାଧାନ ପାଇଁ କମିଟି ଗଠନ କରିଛି’
– ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି: ମୁକେଶ ମହାଲିଙ୍ଗ
– ‘ସରକାରୀ ଚାକିରିଆ ସରକାରଙ୍କ କଥା ମାନିବାକୁ ନିୟମ ଅଛି’
– ‘ରୋଗୀ ସେବା ବ୍ୟାହତ ନକରି କାର୍ଯ୍ୟରେ ଯୋଗ ଦିଅନ୍ତୁ’
– ୧୦ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି ଓମ୍ସ ଡାକ୍ତର




