-କୃଷ୍ଣପ୍ରସାଦ: ୪ ଦିନ ପରେ ଚିଲିକାରୁ ହଟିଲା କଟକଣା-ଲୋକଙ୍କର ଅସୁବିଧାକୁ ଦୃଷ୍ଟିରେ ରଖି କଟକଣା କୋହଳ କଲା ପ୍ରଶାସନ-କୁହୁଡ଼ିକୁ ଦେଖି ଡଙ୍ଗା ଓ ଭସାପୋଲ ଚଳାଚଳକୁ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ-ପବନ ଓ କୁହୁଡ଼ି ଥିବାରୁ ଏବେବି ସ୍ୱାଭାବିକ ହୋଇନି ଭସାପୋଲ ଚଳାଚଳ